ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକ ରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ
ବଲାଙ୍ଗିର, 2 ଜୁନ୍ (ହି.ସ.) : ଆଜି ପୂର୍ବାହ୍ନରେ ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକ ରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ କରା ଯାଇଛି । ତୁଷୁରାର କୁଳଦୀପ ଗୁପ୍ତାଙ୍କ । ଆଗ୍ରୋ ଚାଉଳ ମିଲରେ ଏହି ଧାନ ଜିମା ଦିଆ ଯାଇଛି । ଏହି ଚଢାଉ ବେଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୋମକେଶ ନାୟକ , ଉପଖ
ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକ ରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ


ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକ ରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ


ବଲାଙ୍ଗିର, 2 ଜୁନ୍ (ହି.ସ.) : ଆଜି ପୂର୍ବାହ୍ନରେ ତୁଷୁରାରୁ ଓଡି ୧୭ ଡବ୍ଲୁ ୩୭୬୬ ନମ୍ବର ଟ୍ରକ ରୁ ୧୧୮.୯୦ କୁଇଣ୍ଟାଲ ଧାନ ଜବତ କରା ଯାଇଛି । ତୁଷୁରାର କୁଳଦୀପ ଗୁପ୍ତାଙ୍କ । ଆଗ୍ରୋ ଚାଉଳ ମିଲରେ ଏହି ଧାନ ଜିମା ଦିଆ ଯାଇଛି । ଏହି ଚଢାଉ ବେଳେ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ସୋମକେଶ ନାୟକ , ଉପଖଣ୍ଡ ଯୋଗାଣ ଅଧିକାରୀ ଶରତ କୁମାର ରାଉତ ଏବଂ ପୋଲିସ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande