ବଲାଙ୍ଗୀର ପୌରାଂଚଳରେ ଖାଦ୍ୟ ସୁରକ୍ଷା ବିଭାଗ ର ହୋଟେଲ ଚଢାଉ ନମୁନା ଯାଂଚ, ଫାଇନ ଆଦାୟ
ବଲାଙ୍ଗୀର, ୨୩ ଜୁନ୍‌(ହି.ସ.) – ଆଜି ବଲାଙ୍ଗୀର ପୌରାଂଚଳର ବିଭିନ୍ନ ହୋଟେଲ ଓ ଖାଦ୍ୟ ବ୍ୟବସାୟ କରୁଥିବା ଅନୁଷ୍ଠାନମାନଙ୍କୁ ଜିଲ୍ଲା ପ୍ରଶାସନ ଖାଦ୍ୟ ବିଭାଗ କର୍ମଚାରୀ ନମୂନା ସଂଗ୍ରହ କରି ଖିଲାପି ମାନଙ୍କୁ ନୋଟିସ ଦେବା ସହିତ ୫୦୦୦ ଟଙ୍କା ଫାଇନ ଆଦାୟ କରିଥଲେ। ବିଭିନ୍ନ ସ୍ଥାନରୁ ପାନୀୟ ବ୍ୟବହୃତ ଜଳ
ବଲାଙ୍ଗିର ପୌରାଞ୍ଚଳ ରେ ଖାଦ୍ୟ  ସୁରକ୍ଷା ବିଭାଗ ର ହୋଟେଲ ଚଢାଉ ନମୁନା ଯାଞ୍ଚ, ଫାଇନ ଆଦାୟ

ବଲାଙ୍ଗୀର, ୨୩ ଜୁନ୍‌(ହି.ସ.) – ଆଜି ବଲାଙ୍ଗୀର ପୌରାଂଚଳର ବିଭିନ୍ନ ହୋଟେଲ ଓ ଖାଦ୍ୟ ବ୍ୟବସାୟ କରୁଥିବା ଅନୁଷ୍ଠାନମାନଙ୍କୁ ଜିଲ୍ଲା ପ୍ରଶାସନ ଖାଦ୍ୟ ବିଭାଗ କର୍ମଚାରୀ ନମୂନା ସଂଗ୍ରହ କରି ଖିଲାପି ମାନଙ୍କୁ ନୋଟିସ ଦେବା ସହିତ ୫୦୦୦ ଟଙ୍କା ଫାଇନ ଆଦାୟ କରିଥଲେ। ବିଭିନ୍ନ ସ୍ଥାନରୁ ପାନୀୟ ବ୍ୟବହୃତ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠଯାଇଥିବା ସୂଚନା ମିଳିଛି। ହୋଟେଲରେ ଥିବା ୧୦ କିଲୋ ମାନ ଠିକ ନଥିବା ଖାଦ୍ୟ ଜବତ କରି ନଷ୍ଟ କରାଯାଇଥିବା ଖାଦ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଟିଟିଲାଗଡ଼ ଓ ବଲାଙ୍ଗୀର ସୂତ୍ରରୁ ପ୍ରକାଶ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande