ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମପଟି ପବିତ୍ର ଶୀତଳଷଷ୍ଠୀରେ ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର, 31 ମେ (ହି.ସ.) ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମପଟି ପବିତ୍ର ଶୀତଳଷଷ୍ଠୀ ତଥା ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ରାଜ୍ୟବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିବା ନିମନ୍ତେ ଦେବ ଦମ୍ପତି ଙ୍କ ନିକଟରେ ପ୍ର
ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମପଟି ପବିତ୍ର ଶୀତଳଷଷ୍ଠୀରେ ଜଣାଇଲେ ଶୁଭେଚ୍ଛା


ଭୁବନେଶ୍ୱର, 31 ମେ (ହି.ସ.) ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମପଟି ପବିତ୍ର ଶୀତଳଷଷ୍ଠୀ ତଥା ଭଗବାନ ଶିବ ଓ ମା ପାର୍ବତୀଙ୍କ ବିବାହ ଦିବସ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ରାଜ୍ୟବାସୀଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିବା ନିମନ୍ତେ ଦେବ ଦମ୍ପତି ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande