ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରିଙ୍କ ଦାୟିତ୍ଵଗ୍ରହଣ
ଜୟପୁର, ୩୧ ମଇ (ହି.ସ.)- ଜୟପୁର ପୌରପାଳିକାରେ ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ଭାବେ ପୁଜା ରାଉତ ଦାୟିତ୍ୱ ନେଇଛନ୍ତି । ଏଥି ପୂର୍ବରୁ ପୁଜା ରାଉତ କୋଟପାଡ ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରି ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ଥିବା କୃତ୍ତିବାସ ସାହୁ ଙ୍କୁ ନୂଆପଡା ପୌରପାଳିକା ଭାବେ
ଅତିରିକ୍ତ ପୌର କାଯ୍ୟନିବାହୀ ଅଧିକାରିଙ୍କ ଦାୟିତ୍ୱ ଗ୍ରହଣ


ଜୟପୁର, ୩୧ ମଇ (ହି.ସ.)- ଜୟପୁର ପୌରପାଳିକାରେ ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ଭାବେ ପୁଜା ରାଉତ ଦାୟିତ୍ୱ ନେଇଛନ୍ତି । ଏଥି ପୂର୍ବରୁ ପୁଜା ରାଉତ କୋଟପାଡ ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରି ଭାବେ କାର୍ଯ୍ୟ କରୁଥିଲେ । ଏଠାରେ ଥିବା କୃତ୍ତିବାସ ସାହୁ ଙ୍କୁ ନୂଆପଡା ପୌରପାଳିକା ଭାବେ ପଦୋନ୍ନତି ପାଇଥିବାରୁ ତାଙ୍କୁ ବଦଳି ହୋଇଥିଲା । ବଦଳି ପରେ ଆଜି ଅତିରିକ୍ତ ପୌର କାର୍ଯ୍ୟନିର୍ବାହୀ ଅଧିକାରି ପୁଜା ରାଉତ ଦାୟିତ୍ୱ ନେଇଛନ୍ତି । ଦାୟିତ୍ୱ ନେବା ପରେ ଉପ ଜିଲାପାଳ ତଥା ପୌର କାର୍ଯ୍ୟନିର୍ବାହୀ ଅଧିକାରି ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ସହ ପୌର କର୍ମଚାରିଙ୍କ ସହ ସାକ୍ଷାତ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande