‘ଶୀତଳ ଷଷ୍ଠୀ’ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର, 31 ମେ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ‘ଶୀତଳ ଷଷ୍ଠୀ’ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଦେବ ଦେବ ମହାଦେବ ଓ ମାତା ପାର୍ବତୀ ଙ୍କ ପବିତ୍ର ବିବାହ ଉତ୍ସବ ‘ଶୀତଳ ଷଷ୍ଠୀ’ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ।
‘ଶୀତଳ ଷଷ୍ଠୀ’ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ


ଭୁବନେଶ୍ୱର, 31 ମେ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ‘ଶୀତଳ ଷଷ୍ଠୀ’ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଦେବ ଦେବ ମହାଦେବ ଓ ମାତା ପାର୍ବତୀ ଙ୍କ ପବିତ୍ର ବିବାହ ଉତ୍ସବ ‘ଶୀତଳ ଷଷ୍ଠୀ’ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଦେବ ଦମ୍ପତି ପ୍ରତ୍ୟେକଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ, ଏହା ହିଁ ମୋର କାମନା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande