କୋରୋ ହାଇସ୍କୁଲେର ଅବସରକାଳୀନ ସମ୍ବଦ୍ଧର୍ନା ସଭା
କେନ୍ଦ୍ରାପଡା, ୩୧ ମଇ (ହିସ) : କେନ୍ଦ୍ରାପଡ଼ା ବ୍ଲକ ଅନ୍ତଗର୍ତ କୋରୋ ପଂଚାୟତ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟେର କାର୍ଯ୍ୟରତ ବରିଷ୍ଠ ଆଦର୍ଶ ଶିକ୍ଷକ ରାଧାମୋହନ ଦାଶଙ୍କ େଉଦ୍ଦଶ୍ୟେର ଅବସରକାଳୀନ ସମ୍ବଦ୍ଧର୍ନା ଉତ୍ସବ ମହାସମୋରାହେର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ
କୋରୋ ହାଇସ୍କୁଲେର ଅବସରକାଳୀନ ସମ୍ବଦ୍ଧର୍ନା ସଭା


କେନ୍ଦ୍ରାପଡା, ୩୧ ମଇ (ହିସ) : କେନ୍ଦ୍ରାପଡ଼ା ବ୍ଲକ ଅନ୍ତଗର୍ତ କୋରୋ ପଂଚାୟତ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟେର କାର୍ଯ୍ୟରତ ବରିଷ୍ଠ ଆଦର୍ଶ ଶିକ୍ଷକ ରାଧାମୋହନ ଦାଶଙ୍କ େଉଦ୍ଦଶ୍ୟେର ଅବସରକାଳୀନ ସମ୍ବଦ୍ଧର୍ନା ଉତ୍ସବ ମହାସମୋରାହେର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତୋର ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମେର ସତୀଥର୍ର ସମ୍ପାଦକ କବି ମନ୍ମଥ ବରାଳ ମୁଖ୍ୟ ଅତିଥି, ଭାବଗ୍ରାହୀ କଳା ନେିକତନର ପ୍ରତିଷ୍ଠାତା ସଙ୍ଗୀତଜ୍ଞ ତଥା ବରିଷ୍ଠ ପ୍ରଧାନ ଶିକ୍ଷକ ବିମଳ ପ୍ରସାଦ ପରିଡା ମୁଖ୍ୟ ବକ୍ତା, ସମାଜେସବୀ ହେରକୃଷ୍ଣ ସିଂହ, ମଳୟ ସାହୁ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ମଧୁସ୍ମିତା ନାୟକ, ଶିକ୍ଷୟିତ୍ରୀ ପୁଷ୍ପମିତ୍ରା ଦ୍ୱେିବଦୀ, ଜଗନ୍ନାଥ ପ୍ରସାଦ ଉପାଧ୍ୟାୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେର ଯୋଗଦାନ ପୂବର୍କ ସେବା ନିବୃତ ଶିକ୍ଷକ ରାଧୋମାହନ ଦାଶଙ୍କ ଶିକ୍ଷାଦାନ କ୍ଷେତ୍ରେର ଥିବା ବଳିଷ୍ଠ ଅବଦାନ ସମ୍ପକର୍ରେ ଅୋଲାକପାତ କରିଥେôଲ। ଗଣିତ, ବିଜ୍ଞାନ, ସାହିତ୍ୟ, ଇଂରାଜୀ ଏବଂ ସଂସ୍କୃତ ବିଷୟେର ସେ ବେଶ୍ ଅଭିଜ୍ଞ ଏବଂ ଜେଣ ଛାତ୍ରବତ୍ସଳ ଶିକ୍ଷକ ଭାବେର ସର୍ବ ଜନାଦୃତ ବୋଲି ମୁଖ୍ୟବକ୍ତା ବିମଳ ପରିଡା କହିଥେôଲ। ପ୍ରଧାନ ଶିକ୍ଷକ ସୋମନାଥ ମହାପାତ୍ର ସ୍ୱାଗତ ଭାଷଣ ଏବଂ ଶିକ୍ଷକ ଜଗନ୍ନାଥ ଉପାଧ୍ୟାୟ ଅତିଥି ପରିଚୟ ପ୍ରଦାନ କରିଥେôଲ। ଛାତ୍ରୀ ମଧୁସ୍ମିତା ସାହୁ, ସୁଚୀସ୍ମିତା ସିଂହ, ବର୍ଷା ପ୍ରିୟଦର୍ଶିନୀ ସାହୁ ସ୍ୱାଗତ ସଙ୍ଗୀତ ଗାଇଥେôଲ। ପ୍ରତ୍ୟୁଷା ଜେନା ବକ୍ତୃତା ପ୍ରଦାନ ପୂବର୍କ ରାଧୋମାହନ ଦାଶଙ୍କ ଶିକ୍ଷାଦାନ ଶୈଳୀ ସମ୍ପକର୍ରେ ଅୋଲାଚନା କରିଥେôଲ। ଅନ୍ୟମାନଙ୍କ ମଧ୍ୟେର ଶିକ୍ଷୟିତ୍ରୀ ତୃପ୍ତେିରଖା ପରିଡା, ଦିପ୍ତେୀରଖା ପରିଡା, ଦିପ୍ତୀମୟୀ ମୁଦୁଲି, ଇତିଶ୍ରୀ ପ୍ରଧାନ, ସାବିତ୍ରୀ ବିଶ୍ୱାଳ, ଏଲିନା ରାଉତରାୟ, କଳ୍ପନା ମଞ୍ଜରୀ ଦାସ, ଶିକ୍ଷକ ହିମାଂଶୁ ଶେଖର ପରିଡା, ରଘୁନାଥ େବେହରା, ଚିତ୍ରେସନ ମାଝୀ, ରଞ୍ଜନ କୁମାର ମଲିକ, ଲିପିକା ତପନ କୁମାର ସ୍ୱାଇଁ, ହିମାଂଶୁ ଭୂଷଣ ପଣ୍ଡା, ସେୁରଶ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଂଚାଳନରେ ସହେଯାଗ କରିଥେôଲ। ପ୍ରଥମେ ଶ୍ରୀ ଜଗନ୍ନାଥ, ବଳଦେବ ଏବଂ ମାଆ ସୁଭଦ୍ରାଙ୍କ ଫୋଟଚିତ୍ରେର ମାଲ୍ୟାର୍ପଣ କରାଯାଇ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପେର ପେର ସେବା ନିବୃତ ଶିକ୍ଷକ ରାଧାମୋହନ ଦାଶଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର, ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ, ଛତା, ଯୋତା ଇତ୍ୟାଦି ପ୍ରଦାନ ପୂବର୍କ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶିକ୍ଷୟିତ୍ରୀ ତୃପ୍ତେିରଖା ପରିଡା ସମସ୍ତଙ୍କୁ ଧନ୍ୟବାଦ ଅପର୍ଣ କରିଥେôଲ।

----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande