ରାଜ୍ୟରେ ୭ କୋଭିଡ୍ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର, ୩୧ ମଇ (ହି.ସ.) - ରାଜ୍ୟରେ ଏପର୍ଯ୍ୟନ୍ତ ୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ ଜଣଙ୍କ ଟେଷ୍ଟ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ଚିହ୍ନଟ ହୋଇଥିବା ୫ଜଣ କୋଭିଡ୍ ଆକ୍ରାନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଦେଶରେ କୋଭିଡ ସ୍ଥିତି
ରାଜ୍ୟରେ ୭ କୋଭିଡ୍ ପଜିଟିଭ୍ ଚିହ୍ନଟ


ଭୁବନେଶ୍ୱର, ୩୧ ମଇ (ହି.ସ.) - ରାଜ୍ୟରେ ଏପର୍ଯ୍ୟନ୍ତ ୭ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଉ ଜଣଙ୍କ ଟେଷ୍ଟ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରଥମେ ଚିହ୍ନଟ ହୋଇଥିବା ୫ଜଣ କୋଭିଡ୍ ଆକ୍ରାନ୍ତ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଦେଶରେ କୋଭିଡ ସ୍ଥିତି ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି। ଏବେ ରାଜ୍ୟରେ ଭୟଭୀତ ହେଲା ଭଳି ସ୍ଥିତି ନାହିଁ । ଆଗକୁ ବର୍ଷା ପାଇଁ ଫ୍ଲୁ ଚ୍ୟାଲେଞ୍ଜ ହେବ। ତେଣୁ ସତର୍କ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande