ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ ଦେଉଛନ୍ତି- ଆଇନମନ୍ତ୍ରୀ
ଭୁବନେଶ୍ୱର, 1 ଜୁନ୍ (ହି.ସ.)- ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଘଟଣାରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଅନେକ ଦୋଷ ତ୍ରୁଟି ନଜରକୁ ଆସୁଛି। ଆଂଟି ଡ୍ରୋନ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ କରିଛୁ। ଟିକେ ସମୟ ଲା
ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ ଦେଉଛନ୍ତି- ଆଇନମନ୍ତ୍ରୀ


ଭୁବନେଶ୍ୱର, 1 ଜୁନ୍ (ହି.ସ.)- ଶ୍ରୀମନ୍ଦିର

ଉପରେ ଡ୍ରୋନ ଉଡ଼ିବା ଘଟଣାରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ଅନେକ ଦୋଷ ତ୍ରୁଟି ନଜରକୁ ଆସୁଛି।

ଆଂଟି ଡ୍ରୋନ ଟେକ୍ନୋଲୋଜି ପ୍ରକ୍ରିୟା ଆରମ୍ଭ କରିଛୁ। ଟିକେ ସମୟ ଲାଗୁଛି। ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା ଓ ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ଵ

ଦେଉଛନ୍ତି। ବହୁ ଶୀଘ୍ର ଆମ ଯୋଜନାର ପ୍ରକୃତ ଚିତ୍ର ପ୍ରତିଫଳିତ ହେବ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande