ରାଜ୍ୟରେ 11 ଛୁଇଁଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର, 1 ଜୁନ୍ (ହି.ସ.) - 11ରେ ପହଁଚିଲା ରାଜ୍ୟର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ଆଉ 3 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି । ସେପଟେ କୋଭିଡ ମୃତ୍ୟୁ ନେଇ ଅବଗତ ଥିବା କହିଲା ସ୍ୱାସ୍ଥ
ରାଜ୍ୟରେ 11 ଛୁଇଁଲା     କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା


ଭୁବନେଶ୍ୱର, 1 ଜୁନ୍ (ହି.ସ.)

- 11ରେ ପହଁଚିଲା ରାଜ୍ୟର କୋଭିଡ ଆକ୍ରାନ୍ତଙ୍କ

ସଂଖ୍ୟା । ଆଜି ରାଜ୍ୟରେ ଆଉ 3 କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ହୋମ ଆଇସୋଲେସନରେ ଅଛନ୍ତି

ସେପଟେ କୋଭିଡ ମୃତ୍ୟୁ ନେଇ

ଅବଗତ ଥିବା କହିଲା ସ୍ୱାସ୍ଥ୍ୟ ବିଭାଗ । ମୃତ୍ୟୁ ନେଇ ଯାଂଚ କରାଯାଉଥିବା ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande