ଭୁବନେଶ୍ୱର, ୦୧ ଜୁନ (ହି.ସ.) - ଓମ୍ଫେଡ୍ କ୍ଷୀର ଲିଟର ପିଛା ୨ ଟଙ୍କା ବଢ଼ିବ। ୪ ଟଙ୍କା ବୃଦ୍ଧି ହେବା ପାଇଁ ଯୋଜନା ରହିଥିବା ବେଳେ ୨ ଟଙ୍କା ବଢିଛି। ଆଉ ୨ ଟଙ୍କା ସରକାର ବହନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
02 Jun 2025
ଭଦ୍ରକ, ୨ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍, ଜିଲ୍ଲା ପ୍ରଶାସନ ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆୟୋଜିତ, ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଜୁନ୍ ୨ ତାରିଖ, ସୋମବାର, ସକାଳ ୮ଟା ବେଳେ ରେଳବାଇ କ୍ରୀଡାଙ୍ଗନରେ ଉଦଘାଟିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ..
ଶୀତଳଷଷ୍ଠୀ ଯାତ୍ରାରେ ଦେବ ଦମ୍ପତି : ଜନସମୁଦ୍ର ସମ୍ବଲପୁର ସହର..
ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ଆଧାର କରି ଜନସାଧାରଣଙ୍କ ପାଖକୁ ଯିବ ବିଜେପି ଭୁବନେଶ୍ୱର, ୦୨ ଜୁନ (ହି.ସ)- ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାର ଗତ ୧ ବର୍ଷ ମଧ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାଗୁଡିକୁ ଯେଉଁ ଭଳି ସଫଳତାର ସହ ଆଗକୁ ନେଉଛନ୍ତି, ସେ ବିଷୟରେ ..
ସମ୍ବଲପୁର, ୦୨ ଜୁନ୍ (ହି.ସ.) - ପୌରାଣିକ କଥାବସ୍ତୁ ଉପରେ ଆଧାରିତ ୪୦୦ବର୍ଷର ସମୃଦ୍ଧ, ଧାର୍ମିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ବହନ କରୁଥିବା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପାଇଁ ସହରରେ ଲକ୍ଷଲକ୍ଷ ଲୋକଙ୍କ ମହାଘ୍ୟ ସମାଗମ ହୋଇଛି । ଗତକାଲି ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ପରେ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha