ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା
ଭୁବନେଶ୍ୱର, 10 ଜୁନ୍ (ହି.ସ.)-ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୫୦ ଟପିଲା। ଆଜି ଆଉ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୫୬ରେ। ସେହିପରି ଆଜି ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍
ରାଜ୍ୟରେ କରୋନା ରୋଗୀଙ୍କ     ସଂଖ୍ୟା ୫୦ ଟପିଲା


ଭୁବନେଶ୍ୱର, 10 ଜୁନ୍ (ହି.ସ.)-ରାଜ୍ୟରେ କରୋନା

ରୋଗୀଙ୍କ ସଂଖ୍ୟା ୫୦ ଟପିଲା। ଆଜି ଆଉ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଚଳିତ

ବର୍ଷ ରାଜ୍ୟର ମୋଟ୍ କୋଭିଡ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୫୬ରେ। ସେହିପରି ଆଜି ୫ ଜଣ ରୋଗୀ

ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହେଲେଣି। ଫଳରେ ରାଜ୍ୟର ସକ୍ରିୟ କୋଭିଡ

ରୋଗୀଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande