ଦିଲ୍ଲୀର ଦ୍ୱାରକା ସ୍ଥିତ ଆପାର୍ଟମେଂଟରେ ନିଆଁ ଲାଗିବା କାରଣରୁ ତିନିଜଣଙ୍କ ମୃତ୍ୟୁ, ଦୁଇ ଆହତ
ନୂଆଦିଲ୍ଲୀ, 10 ଜୁନ୍ (ହି.ସ.)- ଦିଲ୍ଲୀର ଦ୍ୱାରକା ସେକ୍ଟର-13 ସ୍ଥିତ ସାବଦ୍ ଆପାର୍ଟମେଣ୍ଟରେ ମଙ୍ଗଳବାର ସକାଳେ ନିଆଁ ଲାଗିବା କାରଣରୁ ଗୋଟିଏ ପରିବାରର ତିନି ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇ ଶିଶୁ ଓ ସେମାନଙ୍କ ବାପା ଅଛନ୍ତି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ପୁଲିସ ଓ ଦମ
ଦିଲ୍ଲୀର ଦ୍ୱାରକା ସ୍ଥିତ     ଆପାର୍ଟମେଂଟରେ ନିଆଁ ଲାଗିବା କାରଣରୁ ତିନିଜଣଙ୍କ ମୃତ୍ୟୁ, ଦୁଇ ଆହତ


ନୂଆଦିଲ୍ଲୀ, 10 ଜୁନ୍ (ହି.ସ.)- ଦିଲ୍ଲୀର ଦ୍ୱାରକା ସେକ୍ଟର-13 ସ୍ଥିତ ସାବଦ୍ ଆପାର୍ଟମେଣ୍ଟରେ ମଙ୍ଗଳବାର ସକାଳେ ନିଆଁ ଲାଗିବା କାରଣରୁ

ଗୋଟିଏ ପରିବାରର ତିନି ଲୋକଙ୍କ ମୃତ୍ୟୁ ହୋଇଛି । ଏଥିରେ ଦୁଇ ଶିଶୁ ଓ ସେମାନଙ୍କ ବାପା

ଅଛନ୍ତି। ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି।

ପୁଲିସ ଓ ଦମକଳ ବିଭାଗ

ଅନୁଯାୟୀ, ସକାଳ 9:58 ଟାରେ

ପୁଲିସ କଣ୍ଟ୍ରୋଲ ରୁମକୁ ନିଆଁ ଲାଗିବା ନେଇ ସୂଚନା ମିଳିଥିଲା। ନିଆଁ ଆପାର୍ଟମେଣ୍ଟର 8ମ ଓ 9ମ

ମହଲାରେ ବ୍ୟାପିଯାଇଥିଲା । ଦମକଳ ବାହିନୀ ତତ୍କାଳ ପଦକ୍ଷେପ ନେଇ 8ଟି ଫାୟର୍ ଟେଣ୍ଡର

ଘଟଣାସ୍ଥଳକୁ ପଠାଇଥିଲେ ଏବଂ ଆଗ ଲିଭାଇବା କାମ ଆରମ୍ଭ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande