ରାଜୌରୀରେ ଏକ ଆତଙ୍କବାଦୀ ଠିକଣାର ପର୍ଦ୍ଦାଫାଶ
ରାଜୌରୀ, 10 ଜୁନ୍ (ହି.ସ.)- ସୁରକ୍ଷାବାହିନୀ ମଙ୍ଗଳବାର ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ଏକ ଦୂରଦରାଜ ଅଞ୍ଚଳରେ ଏକ ଆତଙ୍କବାଦୀ ଠିକଣା ଧ୍ୱଂସ କରିଛନ୍ତି। ସୁରକ୍ଷାବାହିନୀ10ଟି ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚରସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଅଧିକାରୀ କହିଛନ୍ତି ଯେ
ରାଜୌରୀରେ ଏକ ଆତଙ୍କବାଦୀ     ଠିକଣାର ପର୍ଦ୍ଦାଫାଶ


ରାଜୌରୀ, 10 ଜୁନ୍ (ହି.ସ.)- ସୁରକ୍ଷାବାହିନୀ

ମଙ୍ଗଳବାର ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ଏକ ଦୂରଦରାଜ ଅଞ୍ଚଳରେ ଏକ ଆତଙ୍କବାଦୀ ଠିକଣା ଧ୍ୱଂସ କରିଛନ୍ତି। ସୁରକ୍ଷାବାହିନୀ10ଟି ଅଣ୍ଡର ବ୍ୟାରେଲ ଗ୍ରେନେଡ ଲଞ୍ଚରସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।

ଅଧିକାରୀ କହିଛନ୍ତି ଯେ

ପୋଲିସ ଓ ସେନାର ସଂଯୁକ୍ତ ତଲାଶୀ ଅଭିଯାନ ସମୟରେ ଥନ୍ନାମଣ୍ଡି ଅଞ୍ଚଳର ଦର୍ରା ବାରାଚାରା ଗାଁରେ

ଏହି ଠିକଣା ମିଳିଥିଲା। ସେମାନେ କହିଛନ୍ତି ଯେ ୟୁବିଜିଏଲ ଛଡ଼ା ତଲାସୀ ଦଳ ଏକ

ଖରାପ ହୋଇଥିବା ଗୋଲାବାରୁଦ ବକ୍ସ, ଏକ କମ୍ବଳ, ଏକ ପ୍ଲାଷ୍ଟିକ୍

ତିରପାଲ, ଦୁଇଟି ଔଷଧ

ପ୍ୟାକେଟ, କିଛି ବାସନକୁସନ

ଏବଂ ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ମଧ୍ୟ ଜବତ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande