ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନେର ବେିଜପି ସରକାର ବିଫଳ: ବେିଜଡି
ଏକ ବଷର୍ରେ ଦୁଷ୍କମ,ର୍ ଅପହରଣ, ହତ୍ୟୋର େଅହତୁକ ବୃଦ୍ଧି
ରାଜ୍ୟର ୭୦ ଲକ୍ଷ ମହିଳାଙ୍କ ଅଥର୍ନେ÷ତିକ ସ୍ୱାଧୀନତା ଉପେର ଆଘାତ ଦେଇଛନ୍ତି ସରକାର
ସୁଭଦ୍ରୋର ଦିନକୁ ୨୭ ଟଙ୍କା ଦେଇ ମହିଳାଙ୍କ ସ୍ୱାଭିମାନଙ୍କୁ ଉପହାସ କରିଛନ୍ତି ସରକାର
ଭୂବନେଶ୍ୱର, ୧୩ ଜୁନ୍ (ହି.ସ.) ରାଜ୍ୟର ଗତ ଏକ ବଷର୍ରେ ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନେର ସରକାରଙ୍କ ବିଫଳତାକୁ ନେଇ ଯାଜପୁର ଠୋର ଏକ ବିଶାଳ ମହିଳା ଜନ ଜାଗରଣ ଅଭିଯାନେର ଆଜି ବିଜୁ ଜନତା ଦଳ ବେିଜପି ସରକାରଙ୍କ ଉପେର ବର୍ଷିଛି । ରାଜ୍ୟେର ବେିଜପି ସରକାର କ୍ଷମତାକୁ ଆସିବା ପରଠାରୁ ମହିଳା ମାନଙ୍କ ଉପେର ଅତ୍ୟାଚାର ଓ ନିର୍ଯାତନା ବଢ଼ି ଚାଲିଥିବା େବେଳ, ମହିଳା ମୋନ ସେୁଯାଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ବିଜୁ ଜନତା ଦଳ ତରଫରୁ ଅଭେିଯାଗ କରାଯାଇଛି । ଏହି ସମୋବଶେର ମହିଳା ମାନଙ୍କ ଦ୍ୱାରା ସବର୍ସମ୍ମତି କ୍ରେମ, ସାତ ସୂତ୍ରୀ ପ୍ରସ୍ତାବ ଗୃହୀତ ହୋଇଛି ।
ବରିଷ୍ଠ ବେିଜଡି ନେତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତୋର ହୋଇଥିବା ଏହି ଜନ ଜାଗରଣ ଅଭିଯାନ କାର୍ଯ୍ୟକ୍ରମେର ଦଳର ସମସ୍ତ ଆଗଧାଡ଼ିର ମହିଳା ନେତ୍ରୀଙ୍କ ସେମତ ଦଳର ବରିଷ୍ଠ ନେତାମୋନ ଯୋଗ ଦେଇଥେôଲ । ଗତକାଲି ଅହମ୍ମଦାବାଦ ଠୋର ଘଟିଥିବା ବିମାନ ଦୁଘର୍ଟଣୋର ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଆତ୍ମାର ସତଗତି ପାଇଁ ଏକ ମିନିଟ ନିରବ ପ୍ରାଥର୍ନା କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
ସଭୋର ଉପସ୍ଥିତ ବେିଜଡିର ମହିଳା ନେତ୍ରୀମୋନ, ଯଥା ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଡ଼ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ନିଜର ବକ୍ତବ୍ୟ ରଖି ସରକାରଙ୍କ ଉପେର ବର୍ଷିଥେôଲ । ଗତ ଏକ ବଷର୍ରେ, ରାଜ୍ୟେର ମହିଳାଙ୍କ ବେିରାଧେର ଅପରାଧ େଅହତୁକ ବୃଦ୍ଧିପାଇଛି । ମହିଳାମୋନ ଦୁଷ୍କମ,ର୍ ଅପହରଣ, ହତ୍ୟା, ଯୌନ ନିର୍ଯାତନାର ଶିକାର ହେଉଥିବା ଖବର ପ୍ରତିଦିନ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମେର ଶେିରାନାମା ପାଲଟୁଛି । ମହିଳା ମାନଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରେର ବେିଜପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ନବୀନ ସରକାରଙ୍କ ସମୟେର ମିଶନ ଶକ୍ତି ମାଧ୍ୟମେର ସଶକ୍ତ ହୋଇଥିବା ୭୦ ଲକ୍ଷ ମହିଳା ଯେଉଁ ଅଥର୍ନେ÷ତିକ ସ୍ୱାଧୀନତା ହାସଲ କରିଥେôଲ, ତାହା ଆଜି ସରକାରଙ୍କ ଉଦାସୀନତା ଯୋଗୁଁ ବିପଦେର ପଡିଛି । ରାଜ୍ୟ ସରକାର ମିଶନ ଶକ୍ତିର ଏସଏଚଜି ଗୁଡିକୁ ଅଣେଦଖା କରୁଛନ୍ତି, ସ୍ୱାବଲମ୍ୱୀ ହୋଇଥିବା ମହିଳାମୋନ ଆଜି ସେୁଯାଗ ଓ ସମ୍ମାନ ପାଇବାରୁ ବଞ୍ଚିତ ହେଉଛନ୍ତି । ସୁଭଦ୍ରା ଯୋଜନୋର, ଦୁଇ ବଷର୍ରେ ୫୦ ହଜାର ଟଙ୍କା ଦେବା ବଦଳେର ୫ ହଜାର ଟଙ୍କା ଦେଇ ମହିଳାଙ୍କ ସହ ପ୍ରତାରଣା କରିଛନ୍ତି । ସେହିପରି, ରାଜ୍ୟେର ଶିଶୁ ଅପହରଣ ଓ ପିଲା ବିକ୍ରି ଘଟଣା ଗତ ଏକ ବଷର୍ରେ ବୃଦ୍ଧି ପାଇଛି । ଏହାଛଡା, ଅତ୍ୟାବଶକୀୟ ଜିନିଷର ଦରଦାମ ନିୟନ୍ତ୍ରଣ, ଶ୍ରୀମନ୍ଦିରେର ବ୍ୟବସ୍ଥିତ ଦଶର୍ନ ପ୍ରଦାନ, ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା, ବିନା କଟନୀଛଟନେୀର ଧାନ କିଣିବୋର ସରକାର ବିଫଳ ହୋଇଛନ୍ତି ।
ଏହି ଜନ ଜାଗରଣ ଅଭିଯାନେର ସମାଜେର ମହିଳା ମାନଙ୍କ ସାମାଜିକ, ଅଥର୍ନେ÷ତିକ ଓ ରାଜେନୌତିକ ଅଧିକାରକୁ ସୁରକ୍ଷିତ କରିବା ପାଇଁ ସାତ ସୂତ୍ରୀ ପ୍ରସ୍ତାବ ସବର୍ସମ୍ମତିକ୍ରେମ ଗୃହୀତ ହୋଇଥିଲା । ସଂସଦେର ପାରିତ ହୋଇଥିବା ନାରୀଶକ୍ତି ବନ୍ଦନ ଅଧିନିୟମ ବିଲ୍ ଅନୁଯାୟୀ, ମହିଳା ମାନଙ୍କ ପାଇଁ ବିଧାନସଭା ଓ ସଂସଦେର ୩୩% ଆସନ ସଂରକ୍ଷଣର ବ୍ୟବସ୍ଥାକୁ ୨୦୨୯ ସାଧାରଣ ନିର୍ବାଚନେର ଲାଗୁ କରାଯାଉ ବୋଲି ରାଜେନୌତିକ ପ୍ରସ୍ତାବ ଗୃହୀତ ହୋଇଥିଲା । ମିଶନ ଶକ୍ତି ମାଧ୍ୟମେର ଗଠିତ ହୋଇଥିବା ରାଜ୍ୟର ୭ ଲକ୍ଷରୁ ଊର୍ଦ୍ଧ୍ୱ ଏସଏଚଜି ଗୁଡ଼ିକୁ ବେିଜଡି ସରକାର ସମୟେର ସରକାରୀ ବିଭାଗ ମାନଙ୍କ ସହ ଯେଭଳି ସହଭାଗିତାର ସହ ବିଭିନ୍ନ କାର୍ଯ୍ୟେର ନେିୟାଜିତ କରାଯାଉଥିଲା, ତାହା ପୁନଃ କାର୍ଯ୍ୟକ୍ଷମ କରାଯାଉ । ଏସଏଚଜି ଗୁଡ଼ିକୁ ବିନା ସୁଧେର ବଷର୍କୁ ୨୦ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଉ । ମିଶନ ଶକ୍ତିର ବେଜଟ ପରିମାଣକୁ ୧୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଉ । ମହିଳା ସୁରକ୍ଷାକୁ ପ୍ରାଥମିକତା ଦିଆଯାଉ ଓ ପୂବର୍ରୁ ଥିବା ମହିଳା ଓ ଶିଶୁ ଡେସ୍କକୁ ପୁନଃ କାର୍ଯ୍ୟକ୍ଷମ କରାଯାଉ । ମହିଳାଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା ଲାଗୁ କରାଯାଉ । ମହିଳାଙ୍କ ପାଇଁ ସ୍ୱାସ୍ଥ୍ୟ କାଡର୍ରେ ବଷର୍କୁ ୨୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଉ ବୋଲି ଏହି ସମୋବଶେର ପ୍ରସ୍ତାବ ଗୃହୀତ ହୋଇଛି ।
ଏହି କାର୍ଯ୍ୟକ୍ରମେର ଦଳର ବରିଷ୍ଠ ନେତା ସବର୍ଶ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ସଂତୃପ୍ତ ମିଶ୍ର, ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ପ୍ରଫୁଲ୍ଲ ସାମଲ, ଡ଼ ଅରୁଣ କୁମାର ସାହୁ, ଶ୍ରୀ ସଞ୍ଜୟ ଦାସବର୍ମା, ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ, ଶ୍ରୀ ପ୍ରଣବ ବଳବନ୍ତରାୟ, ଶ୍ରୀ ବ୍ୟୋମେକଶ ରାୟ, ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥେôଲ ।
----------------
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା