ପିକଅପ୍ ଗାଡ଼ି ରୁ ୨୦ କୁଇଂଟାଲ୍ ଖଇର କାଠ ଜବତ
ବଲାଙ୍ଗିର, ୧୪ ଜୁନ୍ (ହି.ସ.) - ଗତ ରାତି ୨ ଘଂଟା ୧୦ ମିନିଟ ସମୟରେ ବନ ବିଭାଗ କର୍ମଚାରୀ ମାନେ ରାତ୍ରୀ ପେଟ୍ରୋଲିଂ ବେଳେ ଲାଠୋର ରେଞ୍ଜ ବିଟର ଖର୍ଲିଗ୍ରାମ ନିକଟରେ ପିକଅପ୍ ଗାଡ଼ି ନମ୍ବର ଓଆର ୦୭ଏସ ୬୯୭୮ ରୁ ୨୦ କୁଇଂଟାଲ୍ ଖଇର କାଠ ଜବତ କରିଛନ୍ତି। ଏହା ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି। ହିନ୍
ପିକଅପ୍ ଗାଡ଼ି ରୁ ୨୦ କୁଇଣ୍ଟାଲ୍ ଖାଇର କାଠ ଜବତ


ବଲାଙ୍ଗିର, ୧୪ ଜୁନ୍ (ହି.ସ.) - ଗତ ରାତି ୨ ଘଂଟା ୧୦ ମିନିଟ ସମୟରେ ବନ ବିଭାଗ କର୍ମଚାରୀ ମାନେ ରାତ୍ରୀ ପେଟ୍ରୋଲିଂ ବେଳେ ଲାଠୋର ରେଞ୍ଜ ବିଟର ଖର୍ଲିଗ୍ରାମ ନିକଟରେ ପିକଅପ୍ ଗାଡ଼ି ନମ୍ବର ଓଆର ୦୭ଏସ ୬୯୭୮ ରୁ ୨୦ କୁଇଂଟାଲ୍ ଖଇର କାଠ ଜବତ କରିଛନ୍ତି। ଏହା ଜବତ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande