ଗଞ୍ଜାମ, ୧୪ ଜୁନ୍ (ହି.ସ.)- ବ୍ରହ୍ମପୁର ପୌର ନିଗମର ନୂତନ କମିଶନର ଭାବେ ପ୍ରଥମେଶ ଅରବିନ୍ଦ ରାଜକିଶୋର ନିଯୁକ୍ତ ହୋଇଛନ୍ତି। ସେ ଜଣେ ଦକ୍ଷ ଅଧିକାରୀ ହୋଇଥିବାରୁ ଆଗାମୀ ଦିନରେ ଅଞ୍ଚଳରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇପାରିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
15 Jun 2025
ଭୁବନେଶ୍ୱର, 15 ଜୁନ୍ (ହି.ସ.)- ଯାଜପୁର ଝାଡା ବାନ୍ତି ବ୍ୟାପିବା ଘଟଣାରେ ସରକାରଙ୍କୁ ଘେରିଲେ ବିରୋଧୀ । ବିରୋଧୀ ଦଳ ମୁଖ୍ୟ ସଚେତନ ପ୍ରମିଳା ମଲ୍ଲିକ କଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, 8 ଦିନ ହେଲା ଝାଡା ବାନ୍ତି ଯୋଗୁଁ ଓଡିଶା ହୁଲୁସ୍ତୁଲ । ଲୋକ ମରିବା ପରେ ..
ଭୁବନେଶ୍ୱର, 15 ଜୁନ୍ (ହି.ସ.)- ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତି ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମକୁ ସଫଳ କରିବ। ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ ..
ବଲାଙ୍ଗିର, ୧୫ ଜୁନ୍ (ହି.ସ.)- ଦୁଃଖ ହେଉଛି ଆମର ସବୁଠାରୁ ଅନ୍ତରଙ୍ଗ ସାଥି ଆଉ ଏହି ଦୁଃଖକୁ ଆହୁରି ଆପଣାର କରିବା ପାଇଁ ତା ସହ ମିଶି ନିଜ କର୍ମମୟ ଜୀବନକୁ ସରଳ କରିବାର ବାଟ ଦେଖାଏ ନାଟକ l ସମୟ ପରିବର୍ତ୍ତନ ହେଉଛି, ଦର୍ଶକଙ୍କ ରୁଚି ବି ପରିବର୍ତ୍ତନ ହେଉଛି, ନାଟକର ମୂଳ ଉଦ୍ଦେଶ୍ୟକୁ ବଜାୟ ରଖି ..
ଜୟପୁର, ୧୫ ଜୁନ୍ (ହି.ସ.)- କମ୍ପ୍ୟୁଟର ଯୁଗ ଆସିଲା ପରେବି ଗ୍ରାହକ ମାନଙ୍କୁ ପରିବା ବେପାରୀ ଠାରୁ ଆରମ୍ଭ କରି ବିଭିନ୍ନ ବେପାରୀ ମାନେ ଓଜନରେ ଠକୁଥିବାର ଅଭିଯୋଗ ହେଉଛି । କୋରାପୁଟ ଜିଲାରେ ଗ୍ରାହକ ମାନେ ଦୋକାନୀ ଠାରୁ ଯେକୌଣସି ସାମଗ୍ରୀ ଓଜନ କରି ଘରକୁ ନେଉଛନ୍ତି ଘରେ ଓଜନ କରି ଦେଖିବା ବେଳକୁ ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha