ଭୁବନେଶ୍ୱର, ୧୪ ଜୁନ୍ (ହି.ସ.)- ଆଗାମୀ ୭ ଦିନ ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଥଣ୍ଡା ପାଗ ଅନୁଭୂତ ହୋଇପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ
14 Jun 2025
ଖୋର୍ଦ୍ଧା, ୧୪ ଜୁନ୍ (ହି.ସ.) - ଶନିବାର ଜିଲ୍ଲାସ୍ତରୀୟ ବିକାଶ ମେଳା ଓ ପାରମ୍ପାରିକ ଖାଦ୍ୟ ମେଳା ର ତୃତୀୟ ଦିବସ ପାରମ୍ପାରିକ ରଜ ପର୍ବ ଶୁଭାରମ୍ଭ ସନ୍ଧ୍ୟାରେ ସୁନାମଧନ୍ୟ ପାରମ୍ପାରିକ ସାଂସ୍କୃତିକ ଅନୁଷ୍ଠାନ ବିଭୁ ପ୍ରସାଦ ବେହେରା ଓ ସାଥୀ କଳାକାରଙ୍କ ଦ୍ୱାରା ପାଇକ ଆଖଡ଼ା (ପାଇକ ବିଦ୍ରୋହ ସ୍ମୃତି) ..
ଭଦ୍ରକ, ୧୪ ଜୁନ୍ (ହି.ସ.) - ସରକାର ପରେ ସରକାର ନେତା ପରେ ନେତା ବଦଳୁ ଥିବା ବେଳେ ବିପର୍ଯ୍ୟସ୍ତ ଧାମନଗର ଫଳପୁର ରାସ୍ତା ର ଭାଗ୍ୟ ବଦଳୁ ନଥିଲା। ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲ ଙ୍କ ଉଦ୍ୟମ ଫଳରେ ଉକ୍ତ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରେ ଅନ୍ତର୍ଭୁକ୍ତ କରାଯାଇ ରାସ୍ତା କାର୍ଯ୍ୟ ..
ଭଦ୍ରକ, ୧୪ ଜୁନ୍ (ହି.ସ.) - ଭଦ୍ରକ ଲେଖିକା ସଂସଦର ରଜ ମହୋତ୍ସବ ଓ ରଜ ମଉଜ ଉପଲକ୍ଷେ ବନ୍ଧୁ ମିଳନ ତଥା କବିତା ପାଠୋତ୍ସବ ଲେଖିକା ସଂସଦର ସଭାପତି ଝରଣା ପଟ୍ଟନାୟକଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ଏଥି ସହିତ ବାଲେଶ୍ୱରରୁ ପ୍ରକାଶିତ ମମତା ମହାପାତ୍ରଙ୍କ ଦ୍ୱାରା ସଂପାଦିତ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକା..
ଭଦ୍ରକ, ୧୪ ଜୁନ୍ (ହି.ସ.) - ପ୍ରଶାସନିକ ଉଦାସୀନତା କାରଣରୁ ୧୯୭୫ ମସିହାରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିରେ ଜେଲ୍ ଦଣ୍ଡ ଭୋଗିଥିବା ମିଶାବନ୍ଦୀମାନଙ୍କ ରେକର୍ଡ ମିଳୁନାହିଁ। ଫଳରେ ଜିଲାର ମିଶାବନ୍ଦୀ ମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ସୂଚନାଯୋଗ୍ୟ ଦେଶର ଜରୁରୀକାଳୀନ ପରିସ୍ଥିତିର..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha