ଭୁବନେଶ୍ୱର, ୧୪ ଜୁନ୍ - ପ୍ରକାଶ ପାଇଛି ନିଟ୍ ୟୁଜି ୨୦୨୫ ପରୀକ୍ଷା ଫଳ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ନିଟ୍ ପରୀକ୍ଷାରେ ଓଡ଼ିଶାରୁ ସ୍ନେହାଶିଷ ଦାସ ଟପ୍ପର୍ ହୋଇଛନ୍ତି। ସେ ସର୍ବଭାରତୀୟ ସ୍ଥରରେ ୬୦ ତମ ସ୍ଥାନ ଅଧିକାର କରିଛନ୍ତି। ପରୀକ୍ଷାର୍ଥୀଙ୍କୁ ଇ-ମେଲ୍ ରେ ସ୍କୋରକାର୍ଡ ଦେଖିପାରିବେ। ସେହିପରି http://neet.nta.nic.in ରୁ ମଧ୍ୟ ରେଜଲ୍ଟ ଜାଣି ପାରିବେ ଛାତ୍ରଛାତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା