20 Jun 2025, 0:21 HRS IST

ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ବିଶ୍ୱ ରକ୍ତଦାତା ଦିବସରେ ଶପଥ ଗ୍ରହଣ
ଜୟପୁର, ୧୪ ଜୁନ୍ (ହି.ସ.)- ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ଏନସିସି କ୍ୟାଡେଟଙ୍ ଦ୍ୱାରା ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଛି । ଏହି ଦିବସ ଅବସରରେ ମହିଳା ଏନସିସି କ୍ୟାଡେଟ ମାନେ ରକ୍ତ ଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ ସମସ୍ତେ ମିଶି ଶପଥ ଗ୍ରହଣ କରିଥିଲେ । ଏହାଦ୍
ଏନସିସି କ୍ୟାଡେଟ ମାନଙ୍କ ଦ୍ୱାରା ବିଶ୍ୱ ରକ୍ତଦାତା ଦିବସରେ ଶପଥ ଗ୍ରହଣ


ଜୟପୁର, ୧୪ ଜୁନ୍ (ହି.ସ.)- ଜୟପୁର ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟରେ ଏନସିସି କ୍ୟାଡେଟଙ୍ ଦ୍ୱାରା ବିଶ୍ୱ ରକ୍ତଦାତା ଦିବସ ପାଳିତ ହୋଇଛି । ଏହି ଦିବସ ଅବସରରେ ମହିଳା ଏନସିସି କ୍ୟାଡେଟ ମାନେ ରକ୍ତ ଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ ସମସ୍ତେ ମିଶି ଶପଥ ଗ୍ରହଣ କରିଥିଲେ । ଏହାଦ୍ୱାରା କ୍ୟାଡେଟ ମାନେ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ କିପରି ସଚେତନ କରିବେ ସେ ବିଷୟ ପ୍ରତି ଧ୍ୟାନ ଦେବା କଥା କହିଥିଲେ । ସିଟିଓ ସନ୍ତୋଷିନ୍ତୀ ମୁଣ୍ଡାଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande