ନିଟ୍-ୟୁଜି ମେଡିକାଲ ପ୍ରବେଶ ପରୀକ୍ଷାର ଫଳାଫଳ ଘୋଷିତ, ଟପରେ ରାଜସ୍ଥାନର ମହେଶ କୁମାର
ନୂଆଦିଲ୍ଲୀ, 14 ଜୁନ୍ (ହି.ସ.)-ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଶନିବାର ଦିନ ଜାତୀୟ ପାତ୍ରତା ସହ ପ୍ରବେଶ ପରୀକ୍ଷା (ନିଟ୍) ୟୁଜି 2025ର ଫଳାଫଳ ଘୋଷଣା କରିଛନ୍ତି । ରାଜସ୍ଥାନର ମହେଶ କୁମାର ଅଖିଲ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏନଟିଏମେ 4 ତାରିଖର
ନିଟ୍-ୟୁଜି ମେଡିକାଲ ପ୍ରବେଶ ପରୀକ୍ଷାର ଫଳାଫଳ ଘୋଷିତ, ଟପରେ ରାଜସ୍ଥାନର ମହେଶ କୁମାର


ନୂଆଦିଲ୍ଲୀ, 14 ଜୁନ୍ (ହି.ସ.)-ଜାତୀୟ ପରୀକ୍ଷା ଏଜେନ୍ସି

(ଏନଟିଏ) ଶନିବାର ଦିନ ଜାତୀୟ ପାତ୍ରତା ସହ ପ୍ରବେଶ ପରୀକ୍ଷା (ନିଟ୍)

ୟୁଜି 2025ର ଫଳାଫଳ ଘୋଷଣା କରିଛନ୍ତି

। ରାଜସ୍ଥାନର ମହେଶ କୁମାର ଅଖିଲ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଏନଟିଏମେ 4 ତାରିଖରେ 552ଟି

ଭାରତୀୟ ସହର ଓ ଦୁବାଇ, ଦୋହା, ସିଙ୍ଗାପୁର ଓ କାଠମାଣ୍ଡୁ ସହିତ 14ଟି ଅନ୍ତର୍ଜାତୀୟ ସ୍ଥାନରେ ମୋଟ

5,468ଟି ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି2025

ପରୀକ୍ଷା ଆୟୋଜିତ କରିଥିଲା। ଏଥର ମେଡିକାଲ୍ ପ୍ରବେଶ ପରୀକ୍ଷାରେ 22,09,318 ଜଣ ପ୍ରାର୍ଥୀ

ଅଂଶଗ୍ରହଣ କରିଥିଲେ।

ଏନଟିଏଅନୁସାରେ, ଏବର୍ଷ 12.36 ଲକ୍ଷରୁ ଅଧିକ ପ୍ରାର୍ଥୀ ନିଟ୍ ୟୁଜିମେଡିକାଲ୍ ପ୍ରବେଶ ପରୀକ୍ଷା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏଥିରେ 5,14,063 ପୁରୁଷ, 7,22,462 ମହିଳା ଓ 6 ଜଣ ଥାର୍ଡ ଜେଣ୍ଡରଙ୍କ ସହିତ ମୋଟ 12,36,531 ପ୍ରାର୍ଥୀ ଅନ୍ତର୍ଭୁକ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande