ରାଜଧାନୀରେ ସିରିଜ ଦୁର୍ଘଟଣା
ଭୁବନେଶ୍ୱର,୧୪ ଜୁନ୍ - ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା ଘଟିଛି। ଓଭରବ୍ରିଜ ଉପରେ ଅଟୋ କାର ବାଇକ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଏଥିରେ ଅଟୋରେ ବସିଥିବା ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଶିଶୁ ଅଛନ୍ତି। ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଂଚି ତଦନ
ରାଜଧାନୀରେ ସିରିଜ ଦୁର୍ଘଟଣା


ଭୁବନେଶ୍ୱର,୧୪ ଜୁନ୍ - ଭୁବନେଶ୍ୱର ବାଣୀବିହାର ଓଭରବ୍ରିଜ ଉପରେ ସିରିଜ ଦୁର୍ଘଟଣା ଘଟିଛି। ଓଭରବ୍ରିଜ ଉପରେ ଅଟୋ କାର ବାଇକ ମଧ୍ୟରେ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି। ଏଥିରେ ଅଟୋରେ ବସିଥିବା ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଛୋଟ ଶିଶୁ ଅଛନ୍ତି। ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande