କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ
ରୁଦ୍ରପ୍ରୟାଗ, 15 ଜୁନ୍ (ହି.ସ.)- ବିଶ୍ୱ ପ୍ରସିଦ୍ଧ କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡ ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ପ୍ରଶାସନ ରେସକ୍ୟୁ ଓ ଉଦ୍ଧାର ଦଳକୁ ଘଟଣାସ୍ଥଳକୁ ପଠାଇଛି । ଖବର ମିଳିଛି ଯେ ଏହି
କେଦାରନାଥ ଯାତ୍ରା ମାର୍ଗରେ     ଗୌରୀକୁଣ୍ଡରେ ହେଲିକପ୍ଟର କ୍ରାସ


ରୁଦ୍ରପ୍ରୟାଗ, 15 ଜୁନ୍ (ହି.ସ.)- ବିଶ୍ୱ

ପ୍ରସିଦ୍ଧ କେଦାରନାଥ ଯାତ୍ରା ମାର୍ଗରେ ଗୌରୀକୁଣ୍ଡ ନିକଟରେ ରବିବାର ଏକ ହେଲିକପ୍ଟର ଦୁର୍ଘଟଣା

ଘଟିଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ପ୍ରଶାସନ ରେସକ୍ୟୁ ଓ ଉଦ୍ଧାର ଦଳକୁ

ଘଟଣାସ୍ଥଳକୁ ପଠାଇଛି । ଖବର ମିଳିଛି ଯେ ଏହି ହେଲିକପ୍ଟରଟି ଆର୍ଯ୍ୟନ କମ୍ପାନୀର ଥିଲା ଓ

କେଦାରନାଥରୁ ଫାଟାକୁ ଆସୁଥିଲା। ଗୌରୀକୁଣ୍ଡର ପାହାଡିଆ ଅଞ୍ଚଳରେ ଘାସ ସଂଗ୍ରହ କରୁଥିବା କିଛି

ମହିଳା ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ । ଏହାପରେ ଏନଡିଆରଏଫଓ ଏସଡିଆରଏଫଟିମକୁ ଘଟଣାସ୍ଥଳକୁ ପଠାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande