ପ୍ରୟାଗରାଜରେ ବଜ୍ରପାତ ଯୋଗୁ ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ
ପ୍ରୟାଗରାଜ, 15 ଜୁନ୍ (ହି.ସ.)- ବାରା ଥାନା ଅଞ୍ଚଳର ସୋନବର୍ଷା ଗ୍ରାମରେ ରବିବାର ବଜ୍ରପାତ ଯୋଗୁ 4 ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମିଳିବା ପରେ ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଚାରିଟି ମୃତଦେହକୁ ଜବତ କରି ପଦକ୍ଷେପ ଗ୍ରହଣ
ପ୍ରୟାଗରାଜରେ ବଜ୍ରପାତ     ଯୋଗୁ ଗୋଟିଏ ପରିବାରର 4ଜଣଙ୍କ ମୃତ୍ୟୁ


ପ୍ରୟାଗରାଜ, 15 ଜୁନ୍ (ହି.ସ.)- ବାରା ଥାନା ଅଞ୍ଚଳର

ସୋନବର୍ଷା ଗ୍ରାମରେ ରବିବାର ବଜ୍ରପାତ ଯୋଗୁ 4 ଜଣଙ୍କ ମୃତ୍ୟୁ ହୋଇଛି। ସୂଚନା ମିଳିବା ପରେ

ପୁଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ପୁଲିସ ଚାରିଟି ମୃତଦେହକୁ

ଜବତ କରି ପଦକ୍ଷେପ ଗ୍ରହଣ କରିଛି।

ବରିଷ୍ଠ ପୋଲିସ ଅଧିକାରୀ

କହିଛନ୍ତି ଯେ ବାରା ଥାନା ଅଞ୍ଚଳର ସୋନବର୍ଷା ଗ୍ରାମ ନିବାସୀ ବିରେନ୍ଦ୍ର ବନବାସୀ (ବୟସ ୩୫

ବର୍ଷ), ତାଙ୍କ ପତ୍ନୀ ପାର୍ବତୀ (୩୨

ବର୍ଷ) ଓ ତାଙ୍କର ଦୁଇ ଝିଅ– ରାଧା ଓ କରିଶ୍ମା

ଗୋଟିଏ କୁଡିଆ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ହଠାତ୍ ପାଗ ପରିବର୍ତ୍ତନ ହେଲା ଓ ବଜ୍ରପାତ

ପଡିବା ଫଳରେ ସମସ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁଲିସ ଟିମ୍ ଓ ପ୍ରଶାସନିକ

ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande