22 Jul 2025, 21:41 HRS IST

ଜିଲ୍ଲାସ୍ତରୀୟ ବିକାଶ ମେଳା
ଜିଲ୍ଲାସ୍ତରୀୟ ବିକାଶ ମେଳା
ଜିଲ୍ଲାସ୍ତରୀୟ ବିକାଶ ମେଳା


ଜିଲ୍ଲାସ୍ତରୀୟ ବିକାଶ ମେଳା


ଜିଲ୍ଲାସ୍ତରୀୟ ବିକାଶ ମେଳା


ଜିଲ୍ଲାସ୍ତରୀୟ ବିକାଶ ମେଳା


ଜିଲ୍ଲାସ୍ତରୀୟ ବିକାଶ ମେଳା


ଜିଲ୍ଲାସ୍ତରୀୟ ବିକାଶ ମେଳା


ସମ୍ବଲପୁର, ୧୭ ଜୁନ୍ (ହି.ସ.) ରାଜ୍ୟ ସରକାରଙ୍କ ଙ୍କ ଏକ ବର୍ଷ ପୂର୍ତୀ ଉପଲକ୍ଷେ ତାଙ୍କ ଦ୍ୱାରା ପ୍ରଣୀତ ବହୁବିଧ ଫଳପ୍ରସୂ ପଦକ୍ଷେପ ଓ ଜନ କଲ୍ୟାଣ ଯୋଜନା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆଜି ସମ୍ବଲପୁର ର ଧନକଉଡା ବ୍ଲକ ପଡିଆ ଠାରେ ବିକାଶ ମେଳା ରେ ମୁଖ୍ୟ ଅତିଥି ଭାବେ ମାନନୀୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଜିଲ୍ଲା ରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, କାର୍ଯ୍ୟକ୍ରମ ଆଦି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମ୍ବଲପୁର ଉନ୍ନତି ପାଇଁ ଆମେ ଅନେକ ପ୍ରକଳ୍ପ ପ୍ରାସ୍ତାବିତ ଅଛି, ଯାହା ଆଗାମୀ ଦିନରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଥିଲେ।ଆମର କଠିନ ପରିଶ୍ରମ ଯୋଗ ଆଜି ଆମ ଦେଶ ଚତୁର୍ଥ ବୃହତ ଅର୍ଥନୈତିକ ଦେଶ ରେ ପରିଣତ ହୋଇ ପାରିଛୁ, ,ଆମେ ନିରନ୍ତର ବିକାଶ ପଥରେ ଆଗେଇଚାଲିଛୁ। ମହିଳାଙ୍କ ସର୍ବାଙ୍ଗୀନ ଉନ୍ନତିକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରିଆସୁଅଛୁ ସେଥିପାଇଁ ୨୦୨୫, ଏପ୍ରିଲ ଶେଷସୁଦ୍ଧା ସୁଭଦ୍ରା ଯୋଜନାରେ ମାଧ୍ୟମରେ ସିଧାସଳଖ ୧ କୋଟିରୁ ଅଧୂକ ଯୋଗ୍ୟ ମହିଳାଙ୍କୁ ସାମିଲ କରି ଦୁଇଟି କିସ୍ତିରେ ରାଜ୍ୟ ସରକାର ୯,୯୭୦ କୋଟି ଟଙ୍କା ବିତରଣ କରିଛନ୍ତି ବୋଲି ସୂଚନା ଦେଇଥିଲେ। ଆମ ଅଂଚଳ ଏକ କୃଷି ପ୍ରାଧାନ୍ୟ ଅଂଚଳ କୃଷି କ୍ଷେତ୍ର ରେ ଉନ୍ନତି ହେଲେ ଯାଇ ଆମ ର ଉନ୍ନତି ହେବ, ସେଥିପାଇଁ ଆମ ସରକାର କୃଷକ ସମୁର୍ଦ୍ଧି ଯୋଜନା ଅଧୀନରେ କୃଷକ ର ଧାନ ଚାଷ ରେ ସମୁଖୀନ ହେଉଥିବା କ୍ଷତି କୁ ଭରଣା କରିବା ପାଇଁ ଧାନର କ୍ୱିଣ୍ଟାଲ୍ ପିଛା ସର୍ବନିମ୍ନ ସହାୟତା ରାଶି (ଏମଏସ୍‌ପି) ୨୩ ଶହ ଟଙ୍କା ସହିତ ରାଜ୍ୟ ସରକାରଙ୍କ ଅତିରିକ୍ତ ଇନ୍‌ପୁଟ ସହାୟତା ୮ଶହ ଟଙ୍କାକୁ ମିଶାଇ ମୋଟ୍ ୩୧୦୦ ଟଙ୍କାରେ ଧାନ କ୍ରୟ ବ୍ୟବସ୍ଥା କରିଛନ୍ତି ବୋଲି କହିଥିଲେ।ଆମ ରାଜ୍ୟ ର ଆର୍ôଥକ ସ୍ଥିତି କୁ ସୃଦୃଢ କରିବା ପାଇଁ ଉତ୍କର୍ଷ ଓଡିଶା ଯୋଜନା ପ୍ରଣୟନ କରିଛୁ। ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରେ ଓଡ଼ିଶା ସାମିଲ କରିଛୁ। ଆୟୁଷ୍ମାନ ବୟୋ ବଦନା ଯୋଜନାରେ ୭୦ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ୫ ଲକ୍ଷ ଟଙ୍କାର କଭରେଜ୍ ଏବଂ କାର୍ଡ ମଧ୍ୟ ଦିଆଯାଇଛି ବୋଲି କହିଥିଲେ।କାର୍ଯ୍ୟକ୍ରମରେ ଅତିଥିମମାନେ ଆୟୋଜିତ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳାର ପରିଦର୍ଶନ କରିଥିଲେ। ମେଳାରେ ଜିଲ୍ଲାର ସମସ୍ତ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ବିକ୍ରି କରାଯାଉଛି । ଏଥିରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ ଗୁଡ଼ିକ ଉପଲବ୍ଧ ହେଉଛି। କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ, ଯୋଜନା, କାର୍ଯ୍ୟକ୍ରମ ଆଦି ନେଇ ପ୍ରସ୍ତୁତ ପାମ୍ପଲେଟ୍ ମଧ୍ୟ ଜନସାଧାରଣଙ୍କୁ ବଣ୍ଟନ ହୋଇଥିଲା । ଜିଲ୍ଲାରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ପ୍ରଥମ, ଦ୍ୱିତ୍ୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତା କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସ୍ତରରେ ବିଭିନ୍ନ ଯୋଜନା ଅନ୍ତର୍ଗତ ଉତ୍କୃଷ୍ଟ କାର୍ଯ୍ୟ କରୁଥିବା କର୍ମଚାରୀ ଓ ସଂସ୍ଥା ମାନଙ୍କୁ ସମ୍ମାନିତ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ମନେରଗା ଅନ୍ତର୍ଗତ ସର୍ବୋଚ୍ଚ କାମ କରିଥିବା ବ୍ୟକ୍ତି, ବାମ୍ରା ବ୍ଲକ ର ଶ୍ରୀମତୀ ସୁସ୍ରୀ ସୁଚରିତା ପରିଜା, ଗ୍ରାମୀୟ ଘର ନିର୍ମାଣ ଅନ୍ତର୍ଗତ ୨୦୨୪-୨୫ ରେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ସର୍ବାଧିକ ଘର ନିର୍ମାଣ କରିଥିବା ବ୍ଲକ ଧନକଉଡା ଏବଂ ସର୍ବନିମ୍ନ ଦିନ ରେ ନିର୍ମାଣ କାର୍ଯ୍ୟ ସମ୍ପର୍ଣ କରିଥିବା ବ୍ୟକ୍ତି ବନ୍ଦନା କୁମାରୀ (ଈୠ-ଝଇଇ ଆକ୍ଟିଭିଟି ୨୬୭), ଝୠଉ/ଝୠଉ ଅନ୍ତର୍ଗତ ୫ଗ୍ଧଷ ଓଦ୍ଭମରଦ୍ଭଗ୍ଧସଙ୍ଖର ଏକ୍ସବଦ୍ଭଗ୍ଧ - ଈଚଉ, ଈଊଙ ଳଙ୍କମଷସଦ୍ଭୟବ ଶ୍ରୀ ଜୟନ୍ତ କୁମାର ସାହୁ, ମିଶନ ଶକ୍ତି ମାଧ୍ୟମରେ ପୋଷଣ ଏବଂ ଆଦଭିକା ରେ ଧନକଉଡା ର ଉଊଚଙ ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର, ଓରମାସ ମାଧ୍ୟମରେ ସର୍ବୋତମ ବିକ୍ରି ପାଇଁ କୁଚିଣ୍ଡା ର ସିବିବିଓ କୃଷକ ଉତ୍ପାଦକ ସଂଘ (ଉଈଈଙ ୠବକ୍ସଜ୍ଞରକ୍ସଗ୍ଦ ଚକ୍ସକ୍ଟୟଙ୍କମରକ୍ସ ଙକ୍ସଶବଦ୍ଭସଗ୍ଦବଗ୍ଧସକ୍ଟଦ୍ଭ), ଶ୍ରୀ ଜୟନ୍ତ କୁମାର ସାହୁ, ଙଖଗ ଅନ୍ତର୍ଗତ ଜିଲ୍ଲାରେ ସର୍ବାଧିକ ଲକ୍ଷପତି ଦିଦି ସୃଷ୍ଠୀ କରିଥିବା ଉତ୍ପାଦନ କରିଥିବା ବ୍ଲକ ଜମନକିରା –ବିଡ଼ିଓ-ଶ୍ରୀ ରବିନ୍ଦ୍ର କୁମାର ସେଠି, –ରେଢାଖୋଲ ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରି, ଇଂ. ସୁପ୍ରିୟା ବିଶ୍ୱାଳ, ଗଏଘଜଋଏଝ, ଜଙ୍କକ୍ସବକ୍ଷ ଐକ୍ଟଙ୍କଗ୍ଦସଦ୍ଭଶ, ଊଊଟ-ଏକଣ, ଝୠଉ ଯୋଜନାରେ ଉନ୍ନତ ମାନର କାମ କରିଥିବା ବାମ୍ରା ବ୍ଲକ-ଈଊଙ, ଶ୍ରୀ ପୁଷ୍ପକ କୁମାର ପ୍ରଧାନ,ଜିଲ୍ଲାରେ ଆୟୋଜିତ ସୁଭ୍ରଦା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ରେ ମାନେସ୍ୱର ର ଜନନୀ ଝଐଏ , ଦ୍ୱିତୀୟ ସ୍ଥାନରେ ରେଙ୍ଗାଲି ର ମହାଲକ୍ଷ୍ମୀ ଝଐଏ ଏବଂ ତୃତୀୟ ସ୍ଥାନ ରେ ଧନକଉଡ଼ା ର ମା ଗୁଣ୍ଡିଚା ସ୍ୱୟଂ ସହାୟକ ଗୋଷ୍ଠୀ, ଊଊଟ-ଏକଣ ଅନ୍ତର୍ଗତ ସର୍ବାଧିକ ଅବସର ପ୍ରଦାନ କରିଥିବା ଚଓଇ ସାହି ଏକ୍ସପୋର୍ଟ , ଙଜଗଇଝ ଦ୍ୱାରା ଉତ୍କୃଷ୍ଟ ରାଜ୍ୟ ସ୍ତରରେ ବିକାଶ ମେଳାରେ ଡିସପ୍ଲେ କରିଥିବା ସରକାରୀ ଷ୍ଟଲ୍ - ପ୍ରକାଶ କୁମାର ଦେଓ ଙ୍କୁ ପୁରସ୍କୃତ କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande