ଗୋପାଳପୁର ଯୁବତୀଙ୍କୁ ଗଣଦୁଷ୍କର୍ମ ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ
ଭୁବନେଶ୍ୱର, 18 ଜୁନ୍ (ହି.ସ.)- ଗୋପାଳପୁର ଯୁବତୀଙ୍କୁ ଗଣ ଦୁଷ୍କର୍ମ ନେଇ କଂଗ୍ରେସର ହାଲ୍ଲା ବୋଲ୍ । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି କଂଗ୍ରେସ । କଂଗ୍ରେସ ଭବନରୁ ବରିଷ୍ଠ ନେତା ଓ ବିଧାୟକଙ୍କ ସହ ଛାତ୍ର ଓ ଯୁବ କଂଗ
ଗୋପାଳପୁର ଯୁବତୀଙ୍କୁ ଗଣଦୁଷ୍କର୍ମ     ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା କଂଗ୍ରେସ


ଭୁବନେଶ୍ୱର, 18 ଜୁନ୍ (ହି.ସ.)- ଗୋପାଳପୁର

ଯୁବତୀଙ୍କୁ ଗଣ ଦୁଷ୍କର୍ମ ନେଇ କଂଗ୍ରେସର ହାଲ୍ଲା ବୋଲ୍ । ପିସିସି ସଭାପତି ଭକ୍ତ ଦାସଙ୍କ

ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛି କଂଗ୍ରେସ । କଂଗ୍ରେସ ଭବନରୁ ବରିଷ୍ଠ

ନେତା ଓ ବିଧାୟକଙ୍କ ସହ ଛାତ୍ର ଓ ଯୁବ କଂଗ୍ରେସର ଶତାଧିକ କର୍ମୀ ବାହାରି ମୁଖ୍ୟମନ୍ତ୍ରୀଙ୍କ

ବାସଭବନ ଘେରାଉ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande