ଭୁବନେଶ୍ୱର, 18 ଜୁନ୍ (ହି.ସ.)- ଡାଇରିଆକୁ
ନେଇ କେନ୍ଦ୍ରୀୟ ଟିମ ସହ ସ୍ୱାସ୍ଥ୍ୟ ସଚିବଙ୍କ ସମୀକ୍ଷା ବୈଠକ । ଲୋକସେବା ଭବନରେ କେନ୍ଦ୍ରୀୟ
ଟିମ ସହ ସ୍ୱାସ୍ଥ୍ୟ ସଚିବଙ୍କ ବୈଠକ ବସିଛି | ରାଜ୍ୟରେ ଡାଇରିଆ ସ୍ଥିତି ନେଇ ସମୀକ୍ଷା କରାଯାଉଛି । ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରଖିଥିଲା
କେନ୍ଦ୍ରୀୟ ଟିମ । 5
ଜିଲ୍ଲାରେ ଡ଼ାଇରିଆ ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା