ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ
ସମ୍ବଲପୁର, ୧୯ ଜୁନ୍ (ହି.ସ.) - ଆଜି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପୂର୍ବାହ୍ନ ୧୧ଟା ରେ ବହୁମୁଖୀ ବନ୍ୟା କେନ୍ଦ୍ର ବିନାଖଣ୍ଡି, ସମଲେଶ୍ୱରୀ କଳଲେଜ, ଚାଉନପୁର ଏବଂ ଧମାରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନଡିଆରଏଫ ଟିମ, ମେଡିକାଲ ଟିମ୍‌, ଅଗ୍ନିଶମ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ସ୍ୱ
ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ


ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ


ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ


ସମ୍ବଲପୁର, ୧୯ ଜୁନ୍ (ହି.ସ.) - ଆଜି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ପୂର୍ବାହ୍ନ ୧୧ଟା ରେ ବହୁମୁଖୀ ବନ୍ୟା କେନ୍ଦ୍ର ବିନାଖଣ୍ଡି, ସମଲେଶ୍ୱରୀ କଳଲେଜ, ଚାଉନପୁର ଏବଂ ଧମାରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ଏନଡିଆରଏଫ ଟିମ, ମେଡିକାଲ ଟିମ୍‌, ଅଗ୍ନିଶମ, ସ୍ୱୟଂ ସହାୟକ ଗୋଷ୍ଠୀ, ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

ବନ୍ୟା କେନ୍ଦ୍ରରେ ବିପର୍ଯ୍ୟୟ ପରିଚାଳନା କୌଶଳ, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଏବଂ ଉପକରଣ ପରିଚାଳନାର ପ୍ରଦର୍ଶନ କରାଯାଇଥିଲା। ଆଖପାଖର ଗ୍ରାମବାସୀମାନେ ମଧ୍ୟ ଏହି ମକ୍ ଡ୍ରିଲରେ ସାମିଲ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande