ନିଟ୍ କୃତକାର୍ଯ୍ୟ ଛାତ୍ରୀଙ୍କୁ ମା ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା
ବଲାଙ୍ଗୀର, ୧୯ ଜୁନ୍‌(ହି.ସ.) – ବଲାଙ୍ଗିର ସଦର ସୂର୍ଯ୍ୟନଗର ରେ ରହୁଥିବା ଆଗଲପୁର ବ୍ଲକ ହରଭଙ୍ଗା ଗାଁ ର ମୂଳ ନିବାସୀ ଶିକ୍ଷକ ତ୍ରିନାଥ ପାତ୍ର ଓ କବିତା ପାତ୍ରଙ୍କ ସୁପୁତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପାତ୍ର ସର୍ବ ଭାରତୀୟ ମେଡିକାଲ ଏଂଟ୍ରାନ୍ସ ପ୍ରବେଶିକା ପରୀକ୍ଷା ନିଟ୍ ରେ ୬୮୪୮ ର‌୍ୟାଙ୍କ ସହ ଉ
ନିଟ୍ କୃତକାର୍ଯ୍ୟ ଛାତ୍ରୀଙ୍କୁ ମାଁ ମାହେଶ୍ୱରୀ ସେନା ତରଫରୁ ସମ୍ବର୍ଦ୍ଧନା


ବଲାଙ୍ଗୀର, ୧୯ ଜୁନ୍‌(ହି.ସ.) – ବଲାଙ୍ଗିର ସଦର ସୂର୍ଯ୍ୟନଗର ରେ ରହୁଥିବା ଆଗଲପୁର ବ୍ଲକ ହରଭଙ୍ଗା ଗାଁ ର ମୂଳ ନିବାସୀ ଶିକ୍ଷକ ତ୍ରିନାଥ ପାତ୍ର ଓ କବିତା ପାତ୍ରଙ୍କ ସୁପୁତ୍ରୀ ପ୍ରତୀକ୍ଷା ପ୍ରିୟଦର୍ଶିନୀ ପାତ୍ର ସର୍ବ ଭାରତୀୟ ମେଡିକାଲ ଏଂଟ୍ରାନ୍ସ ପ୍ରବେଶିକା ପରୀକ୍ଷା ନିଟ୍ ରେ ୬୮୪୮ ର‌୍ୟାଙ୍କ ସହ ଉତୀର୍ଣ୍ଣ ହୋଇଛନ୍ତି। ପ୍ରତୀକ୍ଷା ବଲାଙ୍ଗୀର ୟୁବୋଦୟ କଲେରୁ ଯୁକ୍ତଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିବାର ସଙ୍ଗେ ନିଟ୍ ପରୀକ୍ଷା ପ୍ରଥମ ପ୍ରୟାସରେ ସଫଳତା ପାଇଛନ୍ତି। ମା’ ମାହେଶ୍ୱରୀ ସେନାର ସଦସ୍ୟ ମନୋଜ କରନ, ଅରୁନ ପଲତା, ବଳିଆ ସିଂ ବସ୍ତିଆ, ସୁରେଶ ଚନ୍ଦ୍ର କମ୍ପ ପ୍ରମୁଖ ତାଙ୍କୁ ସମ୍ବର୍ଦ୍ଧନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande