ଗୋପାଳପୁର ଗଣଦୁଷ୍କର୍ମ ମାମଲା: ତଥ୍ୟ ଅନୁଧ୍ୟାନ ଟିମ୍ ଗଠନ କଲା କଂଗ୍ରେସ
ଭୁବନେଶ୍ୱର ,୧୯ ଜୁନ(ହି.ସ.) - ଗଞ୍ଜାମ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କଂଗ୍ରେସ କେନ୍ଦ୍ରୀୟ ତଥ୍ୟ ଅନୁଧ୍ୟାନକାରୀ ଟିମ୍ ଓଡ଼ିଶାକୁ ପଠାଇବ। ଏଥିପାଇଁ ଏଆଇସିସି ଦୀପା ଦାସମୁନ୍‌ସୀଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଟିମ୍ ଗଠନ କରିଛି। ଏହି ଟିମ୍ ରେ ସାଂସଦ ରଂଜିତ ରଂଜନ, ପ୍ରଣୀତି ସିନ୍ଦେ , ଏସ୍ .ଜ୍ୟୋଥିମଣି
ଗୋପାଳପୁର ଗଣଦୁଷ୍କର୍ମ ମାମଲା: ତଥ୍ୟ ଅନୁଧ୍ୟାନ ଟିମ୍ ଗଠନ କଲା କଂଗ୍ରେସ


ଭୁବନେଶ୍ୱର ,୧୯ ଜୁନ(ହି.ସ.) - ଗଞ୍ଜାମ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ କଂଗ୍ରେସ କେନ୍ଦ୍ରୀୟ ତଥ୍ୟ ଅନୁଧ୍ୟାନକାରୀ ଟିମ୍ ଓଡ଼ିଶାକୁ ପଠାଇବ। ଏଥିପାଇଁ ଏଆଇସିସି ଦୀପା ଦାସମୁନ୍‌ସୀଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଟିମ୍ ଗଠନ କରିଛି। ଏହି ଟିମ୍ ରେ ସାଂସଦ ରଂଜିତ ରଂଜନ, ପ୍ରଣୀତି ସିନ୍ଦେ , ଏସ୍ .ଜ୍ୟୋଥିମଣି ଓ ଶୋଭା ଓଜା ପ୍ରମୁଖ ରହିଛନ୍ତି। ଏହି ଟିମ୍ ଅନୁଧ୍ୟାନ କରିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ରିପୋର୍ଟ ଦେବ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande