ଅସହାୟ ମାନସିକ ବିକରାଗସ୍ଥ ମହିଳା ଉଦ୍ଧାର
କେନ୍ଦ୍ରାପଡା 2 ଜୁନ୍ (ହି.ସ.) ଅସହାୟ ମାନସିକ ବିକାରଗ୍ରସ୍ଥ ମହିଳା ଙ୍କୁ ରାସ୍ତା କଡ ରୁ ଉଦ୍ଧାର କଲେ ଯୁବ ସ୍ବେଛାସେବୀ ପ୍ରକାଶ ସାହୁ, ସିଦ୍ଧେଶ୍ୱର ବେହେରା, ରଶ୍ମିରଞ୍ଜନ ସାହୁ, ରବୀନ୍ଦ୍ର ସାହୁ, ପପିନା ସାହୁ, ସରୋଜକାନ୍ତ ସାହୁ। ଘଟଣା କ୍ରମେ ଗରାପୁର ବେଲ ମଙ୍ଗଳା ରାସ୍ତା ରେ ରାତି ପ୍ରାୟ ୯ ରେ ଅ
ଅସହାୟ ମାନସିକ ବିକରାଗସ୍ଥ ମହିଳା ଉଦ୍ଧାର


କେନ୍ଦ୍ରାପଡା 2 ଜୁନ୍ (ହି.ସ.) ଅସହାୟ ମାନସିକ ବିକାରଗ୍ରସ୍ଥ ମହିଳା ଙ୍କୁ ରାସ୍ତା କଡ ରୁ ଉଦ୍ଧାର କଲେ ଯୁବ ସ୍ବେଛାସେବୀ ପ୍ରକାଶ ସାହୁ, ସିଦ୍ଧେଶ୍ୱର ବେହେରା, ରଶ୍ମିରଞ୍ଜନ ସାହୁ, ରବୀନ୍ଦ୍ର ସାହୁ, ପପିନା ସାହୁ, ସରୋଜକାନ୍ତ ସାହୁ। ଘଟଣା କ୍ରମେ ଗରାପୁର ବେଲ ମଙ୍ଗଳା ରାସ୍ତା ରେ ରାତି ପ୍ରାୟ ୯ ରେ ଅନ୍ଧାର ରାସ୍ତା ରେ ଅସହାୟ ଅବସ୍ଥା ରେ ପଡ଼ି ରହିଥିବା ମହିଳାଙ୍କୁ ଉଦ୍ଧାର କରି ବିସ୍କୁଟ ପାଣି ଦେବା ସହ ଗୋଡ ରେ ଘା ହୋଇ ଯାଇଥିବା ଜାଣି ଅଟୋ ସାହାଯ୍ୟ ରେ ପୁରୁଣା ମେଡିକାଲ କୁ ନେଇ ଚିକିତ୍ସା କରିବା ସହ ଖାଦ୍ୟ ଓ ମେଡ଼ିସିନ ଦିଆଯାଇ ଥିଲା। ହଜାରିବାଗିଚା ସ୍ତିତ୍ ଅସହାୟ ରାତ୍ରି ଯାପନ ରେ ଅସହାୟ ଙ୍କୁ ଛାଡି ଦେଇଥାନ୍ତି କିନ୍ତୁ ସୁବିଧା ନ ଥିବାରୁ ତାଙ୍କୁ ପୁରୁଣା ମେଡିକାଲ ରେ ଛାଡି ଆସିଲୁ। ଦୟା କରି ଏଭଳି ଅସହାୟ ମାନଙ୍କ ପାଇଁ ରାତ୍ରି ଯାପନ ର ସୁବିଧା ହେବା ଦରକାର୍।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande