ଭୁବନେଶ୍ୱର, 04ଜୁନ (ହି,ସ.) ବୁଧବାର ଦିନ ଲୋକ ସେବା ଭବନର କନଭେନସନ ହଲରେ
ରାଜସ୍ୱ ଅଧିକାରୀ ମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି
ସମ୍ମିଳନୀକୁ ଉଦଘାଟନ କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ