ଭୁବନେଶ୍ୱର, 2 ଜୁନ୍ (ହି.ସ.)- ପ୍ରକାଶ ପାଇଲା ଜେଇଇ ଆଡ଼ଭାନ୍ସ ରେଜଲ୍ଟ। ୧ ଲକ୍ଷ ୮୦ ହଜାର ୪୨୨ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା। ଉଭୟ
ପେପର ୧ ଏବଂ ୨ । ମେ ୧୮ ତାରିଖ ରେ ହୋଇଥିଲା ପରୀକ୍ଷା । ରଜିତ ଗୁପ୍ତା
ହୋଇଛନ୍ତି ସର୍ବ ଭାରତୀୟ ଟପ୍ପର। ଏବଂ ମହିଳାଙ୍କ ଭିତରେ ଦେବଦତ୍ତା ମାଝୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା