ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, 2 ଜୁନ୍ (ହି.ସ.)- ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର ହିସାବ ଦେବ ବିଜେପି । ଯାହା ପ୍ର
ବିଜେପି ରାଜ୍ୟ କାର୍ଯ୍ୟାଳୟରେ     ଗୁରୁତ୍ୱପୂର୍ଣ୍ଣ ବୈଠକ


ଭୁବନେଶ୍ୱର, 2 ଜୁନ୍ (ହି.ସ.)- ବିଜେପି ରାଜ୍ୟ

କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋଦି ସରକାର 11 ବର୍ଷ ଓ ରାଜ୍ୟ ସରକାରଙ୍କୁ 1 ବର୍ଷ

ପୂର୍ତ୍ତି ପାଳନକୁ ନେଇ ବୈଠକ । କେନ୍ଦ୍ର ସରକାରର 11 ବର୍ଷ ଏବଂ ରାଜ୍ୟ ସରକାରଙ୍କ 1 ବର୍ଷର

ହିସାବ ଦେବ ବିଜେପି । ଯାହା ପ୍ରତିଶ୍ରୁତି ଦେଇଥିଲେ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ

କର୍ମକର୍ତ୍ତା । ଆଜିର ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ

ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ପଦାଧିକାରୀ, ପ୍ରବକ୍ତା, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ମାନେ ଉପସ୍ଥିତ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande