ଏସଟିଏଫକବଜାରେ ହାତୀ ଦାନ୍ତ ଚୋରାଚାଲାଣକାରି
ଭୁବନେଶ୍ୱର, 2 ଜୁନ୍ (ହି.ସ.) - ଏସଟିଏଫକବଜାରେ ହାତୀ ଦାନ୍ତ ଚୋରାଚାଲାଣକାରି । ଗିରଫ ଅଭିଯୁକ୍ତ ହେଲେ ପ୍ରମୋଦ ପରିଡା । ତା ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଯାହର ବଜାର ମୂଲ୍ୟ 50ଲକ୍ଷ ଟଙ୍କା ହେବ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ଡିଲ୍ ବେଳେ ମାଡି
ଏସଟିଏଫକବଜାରେ ହାତୀ     ଦାନ୍ତ ଚୋରାଚାଲାଣକାରି


ଭୁବନେଶ୍ୱର, 2 ଜୁନ୍ (ହି.ସ.)

- ଏସଟିଏଫକବଜାରେ ହାତୀ

ଦାନ୍ତ ଚୋରାଚାଲାଣକାରି । ଗିରଫ ଅଭିଯୁକ୍ତ ହେଲେ ପ୍ରମୋଦ ପରିଡା । ତା ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଛି । ଯାହର

ବଜାର ମୂଲ୍ୟ 50ଲକ୍ଷ ଟଙ୍କା ହେବ । ବୌଦ୍ଧ ଜିଲ୍ଲା ତେଲିବନ୍ଧ ଛକ ନିକଟରେ ଡିଲ୍ ବେଳେ ମାଡି

ବସିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande