ରାଜ୍ୟରେ ବଢିଲା ତାତି
ଭୁବନେଶ୍ୱର, ୦୨ ଜୁନ (ହି.ସ)- ମୌସୁମୀ ଆସିବା ସତ୍ୱେ ରାଜ୍ୟରେ ପାଗର ପରିବର୍ତନ ହୋଇଛି। ପୁଣି ଥରେ ରାଜ୍ୟରେ ତାପମାତ୍ରା ବଢିଛି। ସୋମବାର ବାଲେଶ୍ୱରରେ ସର୍ବାଧିକ ୩୯.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡାର
ରାଜ୍ୟରେ ବଢିଲା ତାତି


ଭୁବନେଶ୍ୱର, ୦୨ ଜୁନ (ହି.ସ)- ମୌସୁମୀ ଆସିବା ସତ୍ୱେ ରାଜ୍ୟରେ ପାଗର ପରିବର୍ତନ ହୋଇଛି। ପୁଣି ଥରେ ରାଜ୍ୟରେ ତାପମାତ୍ରା ବଢିଛି। ସୋମବାର ବାଲେଶ୍ୱରରେ ସର୍ବାଧିକ ୩୯.୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ୩୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡାରେ ୩୯.୨ , ସମ୍ବଲପୁର ୩୯.୧ , ହୀରାକୁଦ ୩୯.୧ , ଚାନ୍ଦବାଲି ୩୮.୪ , ରାଉରକେଲା ୩୭.୭ , ପାରାଦ୍ୱୀପ ୩୭.୫ ଏବଂ ପୁରୀ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande