4 Jul 2025, 1:39 HRS IST

ପିଏମଙ୍କ ଗସ୍ତ ପାଇଁ ଆଜି ଭୁବନେଶ୍ୱରରେ ଅଫିସ ହାପ୍ ଡେ’
ଭୁବନେଶ୍ୱର, 20 ଜୁନ୍ (ହି.ସ.) -ଆଜି ରାଜଧାନୀ ଭୁବନେଶ୍ୱରରେ ହାପ୍‌ ଡେ'' ଅଫିସ୍ । ଆଜି ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ଅଫିସ୍ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ ଅଫିସ୍ ବନ୍ଦ ନିଷ୍ପତ୍ତି ହୋଇଛି । ଭିଡ଼ ଓ ଟ୍ରାଫିକ ସମସ୍ୟା ଆଶଙ୍କାରେ ବନ୍ଦ ନିଷ୍ପତ୍ତି
ପିଏମଙ୍କ ଗସ୍ତ ପାଇଁ ଆଜି ଭୁବନେଶ୍ୱରରେ ଅଫିସ ହାପ୍ ଡେ’


ଭୁବନେଶ୍ୱର, 20 ଜୁନ୍ (ହି.ସ.)

-ଆଜି ରାଜଧାନୀ ଭୁବନେଶ୍ୱରରେ ହାପ୍‌ ଡେ' ଅଫିସ୍ । ଆଜି

ଦ୍ବିତୀୟାର୍ଦ୍ଧରେ ଭୁବନେଶ୍ବରରେ ଅଫିସ୍ ବନ୍ଦ ରହିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ନେଇ

ଅଫିସ୍ ବନ୍ଦ ନିଷ୍ପତ୍ତି ହୋଇଛି । ଭିଡ଼ ଓ ଟ୍ରାଫିକ ସମସ୍ୟା ଆଶଙ୍କାରେ ବନ୍ଦ ନିଷ୍ପତ୍ତି

ନିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande