ଆଦ୍ୟ ସରସଂଙ୍ଘଚାଳକ ହେଡଗେୱାରଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଂଜଳି
ଭୁବନେଶ୍ୱର, ୨୧ ଜୁନ (ହି.ସ)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ, ଆଦ୍ୟ ସରସଂଙ୍ଘଚାଳକ ଡ. କେଶବ ବଳିରାମ ହେଡଗେୱାରଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଂଜଳି ଜଣାଇଛନ୍ତି। ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ, ପରମ ପୂଜ
ଆଦ୍ୟ ସରସଂଙ୍ଘଚାଳକ ହେଡଗେୱାରଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଂଜଳି


ଭୁବନେଶ୍ୱର, ୨୧ ଜୁନ (ହି.ସ)- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ, ଆଦ୍ୟ ସରସଂଙ୍ଘଚାଳକ ଡ. କେଶବ ବଳିରାମ ହେଡଗେୱାରଙ୍କ ଶ୍ରାଦ୍ଧ ବାର୍ଷିକୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଂଜଳି ଜଣାଇଛନ୍ତି।

ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂସ୍ଥାପକ, ପରମ ପୂଜନୀୟ ଆଦ୍ୟ ସରସଂଙ୍ଘଚାଳକ ଡ. କେଶବ ବଳିରାମ ହେଡଗେୱାରଙ୍କ ଶ୍ରାଦ୍ଧ ବାର୍ଷିକୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande