ରଥ ଯାତ୍ରା ପରେ ବିଜେପି ରାଜ୍ୟ ସଭାପତି ଚୟନ: ବିଜୟ ପାଲ ସିଂ ତୋମାର
ଭୁବନେଶ୍ୱର,୨୧ ଜୁନ (ହି.ସ)- ବିଜେପି ରାଜ୍ୟ ସଭାପତି ଚୟନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବଡ ସୂଚନା ଦେଇଛନ୍ତି। ରଥ ଯାତ୍ରା ପରେ ବିଜେପି ରାଜ୍ୟ ସଭାପତି ଚୟନ ହେବ ବୋଲି କହିଛନ୍ତି ତୋମାର। ସେ କହିଛନ୍ତି ଜିଲ୍ଲା ସଭାପତି ଚୟନ ଶେଷ ହୋଇଛି। ଖୁବ ଶୀଘ୍ର ନୂଆ ରାଜ୍ୟ ସଭାପତି ନ
ରଥ ଯାତ୍ରା ପରେ ବିଜେପି ରାଜ୍ୟ ସଭାପତି ଚୟନ: ବିଜୟ ପାଲ ସିଂ ତୋମାର


ଭୁବନେଶ୍ୱର,୨୧ ଜୁନ (ହି.ସ)- ବିଜେପି ରାଜ୍ୟ ସଭାପତି ଚୟନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ବଡ ସୂଚନା ଦେଇଛନ୍ତି। ରଥ ଯାତ୍ରା ପରେ ବିଜେପି ରାଜ୍ୟ ସଭାପତି ଚୟନ ହେବ ବୋଲି କହିଛନ୍ତି ତୋମାର। ସେ କହିଛନ୍ତି ଜିଲ୍ଲା ସଭାପତି ଚୟନ ଶେଷ ହୋଇଛି। ଖୁବ ଶୀଘ୍ର ନୂଆ ରାଜ୍ୟ ସଭାପତି ନାଁ ଘୋଷଣା ହେବ। ଏନେଇ କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତି ନେବେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande