ରୋଟାରୀ କ୍ଲବ ତରଫରୁ ଛତା ବଂଟନ
ଧର୍ମଶାଳା,୨୧ଜୁନ୍‌(ହି.ସ.) - ଯାଜପୁର ଧର୍ମଶାଳା ବ୍ଲକ ଜାରକା ରୋଟାରୀ କ୍ଲବ ତତଫରୁ ବର୍ଷାଦିନ ପାଇଁ ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଜି ଛତା ବଂଟନ କରାଯାଇଛି । ଆଜି ରୋଟାରୀ କ୍ଲବର ସଦସ୍ୟମାନେ ଜାରକା ବଜାର, ଶାନ୍ତି ବଜାର ଓ ଧର୍ମଶାଳା ହାଟ ପ୍ରଭୁତି ସ୍ଥାନ ମାନଙ୍କରେ ଏଭଳି ଲୋକମାନଙ୍କୁ ଠାବକର
ରୋଟାରୀ କ୍ଲବ ତରଫରୁ ଛତା ବଂଟନ


ଧର୍ମଶାଳା,୨୧ଜୁନ୍‌(ହି.ସ.) - ଯାଜପୁର ଧର୍ମଶାଳା ବ୍ଲକ ଜାରକା ରୋଟାରୀ କ୍ଲବ ତତଫରୁ ବର୍ଷାଦିନ ପାଇଁ ଗରିବ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଜି ଛତା ବଂଟନ କରାଯାଇଛି । ଆଜି ରୋଟାରୀ କ୍ଲବର ସଦସ୍ୟମାନେ ଜାରକା ବଜାର, ଶାନ୍ତି ବଜାର ଓ ଧର୍ମଶାଳା ହାଟ ପ୍ରଭୁତି ସ୍ଥାନ ମାନଙ୍କରେ ଏଭଳି ଲୋକମାନଙ୍କୁ ଠାବକରି ଛତା ବଂଟନ କରା କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଜାରକା ର ସଭାପତି ରାଜେନ୍ଦ୍ର ପ୍ରସାଦ ପଲେଇ, ସମ୍ପାଦକ ଜୟପ୍ରକାଶ ତ୍ରିପାଠୀ, ବରିଷ୍ଠ ସଭ୍ୟ ଲକ୍ଷ୍ମୀକାନ୍ତ ଚଉପଟନାୟକ୍‌, ଧରଣୀଧର ଦାଶ, ପ୍ରମୋଦ ସାମଲ, ଜୟଗୁରୁ ପାତ୍ର ଓ ଅନ୍ୟ ସଭ୍ୟ ମାନେ ସହଯୋଗ କରିଥଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande