ଦୁଇ ଶିଶୁଙ୍କୁ ନିର୍ଯାତନା ଅଭିଯୋଗ
ଭୁବନେଶ୍ୱର,୨୧ ଜୁନ (ହି.ସ)- ରସୁଲଗଡ଼ ଜିଜିପି କଲୋନୀରେ ଦୁଇଜଣ ଛୋଟ ଛୁଆଙ୍କୁ ସେମାନଙ୍କର ବାପା ଓ ଜେଜେମା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ମେଂଚଶ୍ୱର ଥାନା ପୋଲିସ ଦୁଇ ଶିଶୁଙ୍କୁ ଉଦ୍ଧାର କରିଛି। ମେଂଚଶ୍ୱର ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି ଦୁଇ ଶିଶୁଙ୍କ ମେଡିକାଲ ଟେ
ଦୁଇ ଶିଶୁଙ୍କୁ ନିର୍ଯାତନା ଅଭିଯୋଗ


ଭୁବନେଶ୍ୱର,୨୧ ଜୁନ (ହି.ସ)- ରସୁଲଗଡ଼ ଜିଜିପି କଲୋନୀରେ ଦୁଇଜଣ ଛୋଟ ଛୁଆଙ୍କୁ ସେମାନଙ୍କର ବାପା ଓ ଜେଜେମା ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ମେଂଚଶ୍ୱର ଥାନା ପୋଲିସ ଦୁଇ ଶିଶୁଙ୍କୁ ଉଦ୍ଧାର କରିଛି। ମେଂଚଶ୍ୱର ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି ଦୁଇ ଶିଶୁଙ୍କ ମେଡିକାଲ ଟେଷ୍ଟ ହେବା ପରେ ସିଡବ୍ଲୁସିରେ ହାଜର କରାଯିବ। ସେପଟେ ଜେଜେ ମା ଓ ବାପା କୁ ଅଟକ ରଖି ପୋଲିସର ଛାନ ବିନ କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande