8 Jul 2025, 6:47 HRS IST

ଜୁନ୍ ୧ ତାରିଖ ଠାରୁ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୧୨୫.୯ ମି.ମି. ବର୍ଷା ରେକର୍ଡ଼ : ୨ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୩ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା, ୯ ଜିଲ୍ଲାରେ ନିଅଂଟିଆ ଏବଂ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା
ଭୁବନେଶ୍ୱର, ୨୨ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୧୨୫.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ଏହି ସମୟରେ ସ୍ୱାଭାବିକ୍ ବର୍ଷା ୧୩୭.୨ ମି.ମି ରହିଥାଏ । ଏହି ଅବଧି ମଧ୍ୟରେ ୨ଟି ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୩ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍
ଜୁନ୍ ୧ ତାରିଖ ଠାରୁ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୧୨୫.୯ ମି.ମି. ବର୍ଷା ରେକର୍ଡ଼ : ୨ ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୩ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା, ୯ ଜିଲ୍ଲାରେ ନିଅଂଟିଆ ଏବଂ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା


ଭୁବନେଶ୍ୱର, ୨୨ ଜୁନ୍ (ହି.ସ.)- ଚଳିତ ମୌସୁମୀ ଋତୁରେ, ଜୁନ୍ ୧ ତାରିଖ ଠାରୁ ୨୨ ତାରିଖ ସୁଦ୍ଧା ରାଜ୍ୟରେ ୧୨୫.୯ ମି.ମି. ବର୍ଷା ରେକର୍ଡ଼ ହୋଇଛି, ଯାହାକି ଏହି ସମୟରେ ସ୍ୱାଭାବିକ୍ ବର୍ଷା ୧୩୭.୨ ମି.ମି ରହିଥାଏ ।

ଏହି ଅବଧି ମଧ୍ୟରେ ୨ଟି ଜିଲ୍ଲାରେ ସବୁଠୁ ଅତ୍ୟଧିକ, ୩ ଜିଲ୍ଲାରେ ଅତ୍ୟଧିକ, ୧୫ ଜିଲ୍ଲାରେ ସ୍ୱାଭାବିକ୍ ବର୍ଷା, ୯ ଜିଲ୍ଲାରେ ନିଅଂଟିଆ ଏବଂ ଗୋଟିଏ ଜିଲ୍ଲାରେ ଅତି ନିଅଂଟିଆ ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande