ଜରୁରୀକାଳର କଳା ଅଧ୍ୟାୟକୁ ମନେ ପକାଇଲେ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଜରୁରୀକାଳର 50 ବର୍ଷ ପୂର୍ତ୍ତି ଅବସରରେ ଏହି କଳା ଅଧ୍ୟାୟକୁ ମନେ ପକାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ରମନ୍ତ୍ରୀ କହିଛନ୍ତି ଯେ, ୧୯୭୫ ମସିହା ଆଜିର ଦିନରେ ତତ୍କାଳୀନ କଂଗ୍ରେସ ସରକାର ନ
ଜରୁରୀକାଳର କଳା ଅଧ୍ୟାୟକୁ ମନେ ପକାଇଲେ ମୁକେଶ ମହାଲିଙ୍ଗ


ଭୁବନେଶ୍ୱର, 25 ଜୁନ୍ (ହି.ସ.)- ଜରୁରୀକାଳର 50 ବର୍ଷ ପୂର୍ତ୍ତି ଅବସରରେ ଏହି

କଳା ଅଧ୍ୟାୟକୁ ମନେ ପକାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସ୍ୱାସ୍ଥ୍ରମନ୍ତ୍ରୀ

କହିଛନ୍ତି ଯେ, ୧୯୭୫ ମସିହା ଆଜିର ଦିନରେ ତତ୍କାଳୀନ କଂଗ୍ରେସ ସରକାର ନିଜର ସ୍ୱାର୍ଥ ହାସଲ

ପାଇଁ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲଗାଇ ଭାରତର ସମ୍ବିଧାନର ହତ୍ୟା କରିଥିଲା। ଆଜି ସେହି

କଳା ଦିବସକୁ ୫୦ ବର୍ଷ ପୁରିଛି। ଦେଶବାସୀ ଏହି କଳା ଅଧ୍ୟାୟକୁ କେବେବି ଭୁଲିବେ ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande