ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ
ଡେରାଡୁନ 30 ଜୁନ (ହି.ସ)- ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଗତ 24 ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା।ଏବେ ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି।ପାଗକୁ ଦୃଷ୍ଟିରୁ ରଖି ଯାତ୍ରା ରାସ୍ତାରେ ଯାନବାହନ ଅଟକାଇବାକୁ ନିର୍ଦ୍ଦେଶ ଦିଆଯା
ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ


ଡେରାଡୁନ 30 ଜୁନ (ହି.ସ)-

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଚାରିଧାମ ଯାତ୍ରାକୁ ଗତ 24 ଘଣ୍ଟା ପାଇଁ ସ୍ଥଗିତ

ରଖାଯାଇଥିଲା।ଏବେ ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି।ପାଗକୁ ଦୃଷ୍ଟିରୁ ରଖି

ଯାତ୍ରା ରାସ୍ତାରେ ଯାନବାହନ ଅଟକାଇବାକୁ ନିର୍ଦ୍ଦେଶ ଦିଆଯାଇଛି।ଗଢୱାଲ ମଣ୍ଡଳର କମିଶନର ବିନୟ

ଶଙ୍କର ଶଙ୍କର ପାଣ୍ଡେୟ ଏହି ସୁଚନା ଦେଇଛନ୍ତି।କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ

ଚାରିଧାମ ଯାତ୍ରାରେ 24 ଘଣ୍ଟାର ପ୍ରତିବନ୍ଧକ ହଟାଇ ଦିଆଯାଇଛି। ସେ କହିଛନ୍ତି ଯେ ଯାତ୍ରା

ମାର୍ଗରେ ଆସୁଥିବା ଜିଲ୍ଲାଗୁଡିକର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସେମାନଙ୍କ ଜିଲ୍ଲାର ପାଗ

ପରିସ୍ଥିତି ଆଧାରରେ ଯାନବାହାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande