ଆଜି ମଧ୍ୟପ୍ରଦେଶର ଖଣ୍ଡୱାରେ ଜଳ ଗଙ୍ଗା ସଂବର୍ଧନ ଅଭିଯାନର ସମାପନ, ଭିସି ଜରିଆରେ ସଂବୋଧନ କରିବେ ପିଏମ ମୋଦି
ଭୋପାଲ, 30 ଜୁନ୍ (ହି.ସ.)-ପାଣିର ପ୍ରତ୍ୟେକ ବୁନ୍ଦାକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ୩୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ''ଜଳ ଗଙ୍ଗା ସଂବର୍ଧନ ଅଭିଯାନ'' ଆଜି ମଧ୍ୟ ପ୍ରଦେଶର ଖଣ୍ଡୱାରେ ସମାପ୍ତ ହେବ। ଏହି ଅବସରରେ ଏକ ୱାଟରସେଡ (ପାଣି ସଂରକ୍ଷଣ) ସମ୍ମିଳନୀ ମଧ୍ୟ ଆୟୋଜିତ ହେବ।
ପ୍ରଧାନମନ୍ତ୍ରୀ


ଭୋପାଲ, 30 ଜୁନ୍ (ହି.ସ.)-ପାଣିର ପ୍ରତ୍ୟେକ

ବୁନ୍ଦାକୁ ସଂରକ୍ଷଣ କରିବା ଉଦ୍ଦେଶ୍ୟରେ ୩୦ ମାର୍ଚ୍ଚରୁ ଆରମ୍ଭ ହୋଇଥିବା 'ଜଳ ଗଙ୍ଗା ସଂବର୍ଧନ ଅଭିଯାନ' ଆଜି ମଧ୍ୟ ପ୍ରଦେଶର ଖଣ୍ଡୱାରେ ସମାପ୍ତ ହେବ। ଏହି ଅବସରରେ ଏକ ୱାଟରସେଡ (ପାଣି ସଂରକ୍ଷଣ)

ସମ୍ମିଳନୀ ମଧ୍ୟ ଆୟୋଜିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ

ଭର୍ଚୁଆଲ୍ ଭାବେ ଯୋଗ ଦେବେ ଓ ସମ୍ବୋଧନ କରିବେ। ମୁଖ୍ୟମନ୍ତ୍ରୀ ଡ଼ା. ମୋହନ ଯାଦବ ଏହି

କାର୍ଯ୍ୟକ୍ରମରେ 1518 କୋଟି ଟଙ୍କାଠାରୁ ଅଧିକର ଜଳ ସଂରକ୍ଷଣ କାର୍ଯ୍ୟର ଉଦ୍‌ଘାଟନ ଓ

ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande