ଗଞ୍ଜେଇ ଚାଲାଣ ବେଳେ ଚଢାଉ, ଜଣେ ଗିରଫ
ଜୟପୁର, ୭ ଜୁନ୍ (ହି.ସ.) - ଗଞ୍ଜେଇ ଚାଲାଣ ବେଳେ ଅବକାରି ବିଭାଗ ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଉତର ପ୍ରଦେଶର ପଙ୍କଜ ଦୁବେ (୩୩) । ଗଞ୍ଜେଇ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ନିରିକ୍ଷକ ଓ ଅବକାରି ଥାନାର ମିଳିତ ଚଢାଉ କରାଯାଇଥିଲା । ଚଢାଉ ଜୟପୁର ରେ
ଗଞ୍ଜେଇ ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୭ ଜୁନ୍ (ହି.ସ.) - ଗଞ୍ଜେଇ ଚାଲାଣ ବେଳେ ଅବକାରି ବିଭାଗ ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଉତର ପ୍ରଦେଶର ପଙ୍କଜ ଦୁବେ (୩୩) । ଗଞ୍ଜେଇ ଚାଲାଣ ହେଉଥିବା ସୁଚନା ପାଇ ଜୟପୁର ଅବକାରି ନିରିକ୍ଷକ ଓ ଅବକାରି ଥାନାର ମିଳିତ ଚଢାଉ କରାଯାଇଥିଲା । ଚଢାଉ ଜୟପୁର ରେଳ ଷ୍ଟେସର ମାଲ ବାହୀ ଟ୍ରେନ ରହୁଥିବା ଆଡେ ଯୁବକ ଆସୁଥିବା ବେଳେ ଅବକାରି ବିଭାଗ ଚଢାଉ କରିଥିଲା । ଚଢାଉ କରି ୨୦.୮ କରି ଗଞ୍ଜେଇ ଜବତ କରିଛି । ଉକ୍ତ ଗଞ୍ଜେଇକୁ ଉତର ପ୍ରଦେଶ ଚାଲାଣ କରୁଥିବା ଅବାରି ବିଭାଗ ତଦନ୍ତ ରେ ଜାଣିବାକୁ ପାଇଛି । ଏହି ଚଢାଉ ରେ ଜୟପୁର ଅବକାରି ନିରିକ୍ଷକ ଶଶି କାନ୍ତ ଦତ ଓ ଜୟପୁର ଅବକାରି ଥାନା ଅଧିକାରି ସୁବ୍ରତ କେଶରି ହିରନ ଉପସ୍ଥିତ ଥିଲେ । ଗିରଫ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାିଥିବା ବିଷୟ ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande