ସମୁଦ୍ରରେ ଗାଧୋଇଲା ବେଳେ କଲେଜ ଛାତ୍ର ନେିଖାଜ
କେନ୍ଦ୍ରାପଡା, ୦୭ ଜୁନ (ହିସ): କେନ୍ଦ୍ରାପଡା ପୈାରାଂଚଳ ଅନ୍ତଗର୍ତ ଜଇପୁରା ଗ୍ରାମର ସେକ ତହସିନଙ୍କ ପୁଅ ସେକ ଅମନ(୧୮) ଦିନ ୧୧ଟା ସମୟେର ୮ଜଣ ସାଙ୍ଗ ମାନଙ୍କ ସହିତ ପାରାଦ୍ୱୀପ ବୁଲିବାକୁ ଯାଇଥେôଲ । ସମୁଦ୍ର ରେ ଗାଧୋଇବା ବେଳେ ଲହଡି ତାଙ୍କୁ ଭିତରକୁ ଟାଣି ନେଇଥିଲା । ତେବେ ସାଙ୍ଗମାନେ ତାଙ୍କ ବାପାଙ୍
ସମୁଦ୍ରରେ ଗାଧୋଇଲା ବେଳେ କଲେଜ ଛାତ୍ର ନେିଖାଜ


କେନ୍ଦ୍ରାପଡା, ୦୭ ଜୁନ (ହିସ): କେନ୍ଦ୍ରାପଡା ପୈାରାଂଚଳ ଅନ୍ତଗର୍ତ ଜଇପୁରା ଗ୍ରାମର ସେକ ତହସିନଙ୍କ ପୁଅ ସେକ ଅମନ(୧୮) ଦିନ ୧୧ଟା ସମୟେର ୮ଜଣ ସାଙ୍ଗ ମାନଙ୍କ ସହିତ ପାରାଦ୍ୱୀପ ବୁଲିବାକୁ ଯାଇଥେôଲ । ସମୁଦ୍ର ରେ ଗାଧୋଇବା ବେଳେ ଲହଡି ତାଙ୍କୁ ଭିତରକୁ ଟାଣି ନେଇଥିଲା । ତେବେ ସାଙ୍ଗମାନେ ତାଙ୍କ ବାପାଙ୍କୁ ଖବର ଦେବାପରେ ତାଙ୍କ ପରିବାର ଲୋକ ସେଠାରେ ପହଁଚି ପ୍ରଶାସନ ସାହାଯ୍ୟରେ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କର କୈାଣସି ପତା ମିଳିନାହିଁ । ସେକ ଅମନ +୨ରେ ଅଧ୍ୟୟନ କରୁଥେôଲ । ଏହି ଖବର ଜାଣିବା ପେର ତାଙ୍କ ସାଙ୍ଗ ସାଥୀ ଏବଂ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

-----------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande