ଜୁନ 20ରେ ଓଡ଼ିଶା ଆସିବେ ପିଏମ ମୋଦି
ଭୁବନେଶ୍ୱର, 7 ଜୁନ୍ (ହି.ସ.)- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ନେଇ ସମାରୋହ ପାଇଁ ଜୁନ 12 ନୁହଁ ଜୁନ 20 ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୁର୍ତ୍ତି ପାଳନ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । 12 ତାରିଖ ମୂଳ କାର୍ଯ୍ୟକ୍ରମ 20 ତାର
ଜୁନ 20ରେ ଓଡ଼ିଶା ଆସିବେ     ପିଏମ ମୋଦି


ଭୁବନେଶ୍ୱର, 7 ଜୁନ୍ (ହି.ସ.)- ରାଜ୍ୟ

ସରକାରଙ୍କ ଏକ ବର୍ଷ ପୂର୍ତ୍ତି ନେଇ ସମାରୋହ ପାଇଁ

ଜୁନ 12 ନୁହଁ ଜୁନ 20 ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୁର୍ତ୍ତି

ପାଳନ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । 12 ତାରିଖ ମୂଳ କାର୍ଯ୍ୟକ୍ରମ 20 ତାରିଖକୁ ଘୁଂଚାଇଦିଆଯାଇଛି

। ଆଜି ଆସିବ 12 ରୁ 20 ତାରିଖ ଯାଏଁ ଚୂଡ଼ାନ୍ତ

କାର୍ଯ୍ୟସୂଚୀ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଭୁବନେଶ୍ୱର ଜନତା

ମଇଦାନ ନଚେତ ବାଲିଯାତ୍ରା ପଡ଼ିଆରେ ଆୟୋଜନ ହେବ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande