କାଲି ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତା ବୈଠକ
ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଆସନ୍ତାକାଲି ସକାଳ 11 ଟାରେ ଶଙ୍ଖ ଭବନରେ ବିଜେଡିର ରାଜ୍ୟ ସ୍ତରୀୟ କର୍ମକର୍ତା ବୈଠକ ବସିବ । ଏହାକୁ ଅଧ୍ୟକ୍ଷତା କରିବେ ବିରୋଧୀ ଦଳ ନେତା ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ । ବିଜେପିର ଏକ ବର୍ଷ ବିଫଳତାର ବର୍ଷ । ସେ ନେଇ ଆଲୋଚନା ହେବ
କାଲି ବିଜେଡିର ରାଜ୍ୟସ୍ତରୀୟ     କର୍ମକର୍ତା ବୈଠକ


ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଆସନ୍ତାକାଲି

ସକାଳ 11 ଟାରେ ଶଙ୍ଖ ଭବନରେ ବିଜେଡିର ରାଜ୍ୟ ସ୍ତରୀୟ କର୍ମକର୍ତା ବୈଠକ

ବସିବ । ଏହାକୁ ଅଧ୍ୟକ୍ଷତା କରିବେ ବିରୋଧୀ ଦଳ ନେତା ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ।

ବିଜେପିର ଏକ ବର୍ଷ ବିଫଳତାର ବର୍ଷ । ସେ ନେଇ ଆଲୋଚନା ହେବ । ସରକାର କହୁଛନ୍ତି ଦୁର୍ନୀତି

ହେଉନି । ସେପଟେ ଜଣେ ଆଇଏଏସଅଫିସରଙ୍କ ଘରୁ 47 ଲକ୍ଷ ଟଙ୍କା ବାହାରୁଛି । ଦୁର୍ନୀତିର ଉତ୍ସ ହେଉଛି ସଚିବାଳୟ । ସରକାର

ଯାହା ତଥ୍ୟ ଦେବେ ଦିଅନ୍ତୁ । ଆମେ ତାଙ୍କ ବିଫଳତାର ପର୍ଦାଫାଶ କରିବୁ ବୋଲି ଅରୁଣ ସାହୁ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande