ଭୁବନେଶ୍ୱର, 9 ଜୁନ୍ (ହି.ସ.)- ଫେରାର
ଅଭିଯୁକ୍ତ ଘରେ ଲଟକା ଲଗାଇଲା କମିଶନରେଟ ପୋଲିସ । ଫେରାର ଅଭିଯୁକ୍ତ ହେଲେ ଲୋକନାଥ ସାମଲ । 13 ବର୍ଷ ତଳେ ନିଶା କାରବାରରେ ଧରା ନପଡି ଫେରାର
ଅଛନ୍ତି । ଡେଙ୍ଗୁରା ପିଟି ଲଟକା ଲଗାଇଲା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା
09 Jun 2025
ଜୟପୁର, ୯ ଜୁନ୍ (ହି.ସ.) - ଜୟପୁର କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ଲାଗି ଆବେଦନ ପ୍ରକିୟା ଆରମ୍ଭ ହୋଇସାରିଛି। ଗତ ୨ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରକିୟା ଆଜି ୭ ଦିନରେ ପହଁଚିଛି। ୭ଦିନ ରେ ପ୍ରଥମରୁ ୫ମ ଶ୍ରେଣୀ ଲାଗି ୨୬୬ ଆବେଦନ ସପ୍ସଗ୍ରହ କରିଛନ୍ତି ବିଦ୍ୟାଳୟ କର୍ତୁପକ୍ଷ। ସେ ଭିତରୁ ..
ଭଦ୍ରକ, ୯ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ରାଜନଗର ପଂଚାୟତରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ସୋମବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ଅନୁଷ୍ଠିତ ତାଲିମ ଶିବିରେ ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ପୌରୋହିତ୍ୟ ..
ଭଦ୍ରକ, ୯ ଜୁନ୍ (ହି.ସ.) - ଗତ କିଛିଦିନ ଧରି ଭଦ୍ରକରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଥିଲା। ତେବେ ଆଜି କାଳବୈଶାଖୀ ଜନିତ ବର୍ଷା ସାଙ୍ଗକୁ କ୍ରମାଗତ ବଜ୍ରପାତ ହୋଇଥିଲା। ଏଥିରେ ଜିଲାର କିଛି ସ୍ଥାନରେ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି। ତେବେ ଭଦ୍ରକରେ ..
ରାଇରଙ୍ଗପୁର, ୯ ଜୁନ୍ (ହି.ସ.)- ଆଜି ବାମନଘାଟୀ ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଶିବିରରେ ବାମନଘାଟି ଉପ ଜିଲ୍ଲାପାଳ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha