ବିଜେପି ସରକାରରେ ସମସ୍ତେ ଅସୁରକ୍ଷିତ-ରବି ନନ୍ଦ
ଭୁବନେଶ୍ୱର, 9 ଜୁନ୍ (ହି.ସ.)- ରଙ୍ଗ ମରା ଓ ନାମ ପରିବର୍ତ୍ତନରେ ବିଜେପି ସରକାରକୁ ଏକ ବର୍ଷ ବିତିଗଲା। ଆମକୁ ଲୋକଙ୍କୁ କିଛି କହିବାକୁ ପଡ଼ିବ ନାହିଁ । ଲୋକେ ବୁଝିଗଲେଣି ଏ ସରକାରଙ୍କ ଆଭିମୁଖ୍ୟ କଣ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ରବି ନନ୍ଦ । ସେ କହିଛନ୍ତିଲୋ
ବିଜେପି ସରକାରରେ ସମସ୍ତେ     ଅସୁରକ୍ଷିତ-ରବି ନନ୍ଦ


ଭୁବନେଶ୍ୱର, 9 ଜୁନ୍ (ହି.ସ.)- ରଙ୍ଗ ମରା ଓ

ନାମ ପରିବର୍ତ୍ତନରେ ବିଜେପି ସରକାରକୁ ଏକ ବର୍ଷ ବିତିଗଲା। ଆମକୁ ଲୋକଙ୍କୁ କିଛି କହିବାକୁ

ପଡ଼ିବ ନାହିଁ । ଲୋକେ ବୁଝିଗଲେଣି ଏ ସରକାରଙ୍କ ଆଭିମୁଖ୍ୟ କଣ ବୋଲି କହିଛନ୍ତି ବରିଷ୍ଠ

ବିଜେଡି ନେତା ରବି ନନ୍ଦ । ସେ କହିଛନ୍ତିଲୋକେ ସାଧାରଣ ନିର୍ବାଚନକୁ ଅପେକ୍ଷା କରିଛନ୍ତି କେମିତି ବିଜେପି

ସରକାରକୁ ହଟାଇ ନବୀନ ପଟ୍ଟନାୟକଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ଚୌକିରେ ବସାଇବେ। ସ୍ବାସ୍ଥ୍ୟ

କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ଏ ସରକାର । ପ୍ରତ୍ୟେକ ଦିନ ଖବର କାଗଜ ପୃଷ୍ଟ ଲେଉଟାଇଲେ ଅପରାଧୀ

ଖବର ଆସୁଛି । ସମସ୍ତେ ଏଠି ଅସୁରକ୍ଷିତ । ସମୟ ଆସିଗଲାଣି ଲୋକେ ଏ ସରକାରକୁ ଉଚିତ୍ ଜବାବ ଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande